News

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଯାତ୍ରୀଙ୍କ ସୁରକ୍ଷା ପ୍ରତି ଘରୋଇ ବିମାନ କମ୍ପାନୀଗୁଡ଼ିକ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଜେଟ୍‌ ଏୟାରଓ୍ବେଜ୍‌ ଯାତ୍ରୀ ବାହୀ ବିମାନରେ ୧୬୬ ଜଣ ଯାତ୍ରୀଙ୍କ ଜୀବନ ସଙ୍କଟରେ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଇଣ୍ଡିଗୋ ଏୟାର ଲାଇନ୍ସ୍‌ର ଯାତ୍ରୀବାହୀ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଗ୍ନିକାଣ୍ଡ ଘଟିଛି।

indigo ଇଣ୍ଡିଗୋ ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ Indigo

ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ତୁରନ୍ତ ନିଅାଁ ଲିଭାଇ ଦିଆଯାଇଥିବାରୁ ଏଥିରେ କେହି ଆହତ ହୋଇ ନାହାନ୍ତି। ୫୦ ଜଣ ଯାତ୍ରୀଙ୍କୁ ନେଇ ଆରାଇଭାଲ୍‌ ପଏଣ୍ଟ୍‌ର ନିକଟତର ହେଉଥବା ବେଳେ ବସ୍‌ରେ ନିଅାଁ ଲାଗିଥିଲା। ତୁରନ୍ତ ନିଅାଁ ଲିଭାଇ ଦିଆ ଯାଇଥିଲା। ତେଣୁ, ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, ବସ୍‌ ଭିତରେ କି, ବାହାରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ।

ପଢନ୍ତୁ;ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

Related posts

ମୋଦି ଗଲେ, ଆଜି ପୁରୀ ଆସୁଛନ୍ତି ଅମିତ ଶାହ

Krishna Kumar Manoj

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

Krishna Kumar Manoj

ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More