EnewsOdia.Com

ଇଣ୍ଡିଗୋ ଏୟାରଲାଇନ୍ସର ଭାଲେଣ୍ଟାଇନ ଡେ’ ସ୍ପେଶାଲ ଅଫର

ବଜେଟ ଏୟାରଲାଇନ୍ସ କମ୍ପାନୀ ‘ଇଣ୍ଡିଗୋ’ ୪ ଦିନର ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍‌’ ଘୋଷଣା କରିଛି। ଏହି ସେଲ୍‌ରେ ଟିକେଟ୍‌ର ଦାମ୍‌ ମାତ୍ର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଦେଶର ଯେକୌଣସି ସ୍ଥାନକୁ ଆପଣ ବିମାନ ଯାତ୍ରା କରିପାରିବେ। ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଓ୍ଵିଲିୟମ୍‌ ବାଉଲ୍‌ଟର କହିଛନ୍ତି, କମ୍ପାନୀ ସେଲ୍‌ର ଘୋଷଣା କରି ଭାଲେଣ୍ଟାଇନ ଡେ’ର ସେଲିବ୍ରେଶନ ଆଗୁଆ ହିଁ ଆରମ୍ଭ କରିଦେଇଛି।

୧୧ ଫେବୃୟାରୀରୁ ୧୪ ଫେବୃୟାରୀ ପଯ୍ୟର୍ନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ମୋଟ ୧୦ ଲକ୍ଷ ସିଟ୍‌ ପାଇଁ ଟିକେଟ୍‌ ବିକ୍ରି କରାଯିବ। ସେଲ୍‌ରେ କିଣାଯାଇଥିବା ଟିକେଟ୍‌ରେ ଆପଣ ଆସନ୍ତା ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ପଯ୍ୟର୍ନ୍ତ ଯାତ୍ରାର ଲାଭ ଉଠାଇପାରିବେ। ତେବେ କର୍ପୋରେଟ୍‌ ଏବଂ ଯେଉଁ ଗ୍ରାହକ ଛୁଟିରେ ଯିବାକୁ ଇଚ୍ଛୁକ, ସେମାନେ କମ୍ପାନୀର ଅଫିସିଆଲ୍‌ େଓ୍ଵବ୍‌ସାଇଟରୁ ଟିକେଟ୍‌ କିଣିପାରିବେ।

ପଢନ୍ତୁ: କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

ସମ୍ବନ୍ଧିତ ଖବର

ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana

ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

Ratnamani Maharana

ଜିଓ ଫ୍ରି କଲା ସମସ୍ତ ଓ୍ୱାଇଫାଇ କଲ୍‌ – ଜାଣନ୍ତୁ କେମିତି କରିବେ ଆକ୍ଟିଭ

Ratnamani Maharana

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana