ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଋଷ- ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏହାର ସମାଧାନ ବାହାରିବା ପରିବର୍ତ୍ତେ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ଏହାରି ପ୍ରଭାବ ଭାରତ ଉପରେ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପଡୁଛି ।
ଋଷ- ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏହାର ସମାଧାନ ବାହାରିବା ପରିବର୍ତ୍ତେ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ଏହାରି ପ୍ରଭାବ ଭାରତ ଉପରେ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପଡୁଛି । ବିଶେଷକରି ଅଶୌଧିତ ତେଲ ଦେର ହୁ ହୁ ହୋଇ ବଢି ଚାଲିଛି । । ବର୍ତ୍ତମାନ ଏହି ଦରରେ ଆହୁରି ବୃଦ୍ଧି ହେବାନେଇ ମଧ୍ୟ ଆଶଙ୍କା କରାଯାଉଛି । ବିଶ୍ୱର ସର୍ବ ବୃହତ୍ତ ପାମ ତେଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ତେଲ ଉତ୍ପାଦନ କମ୍ ଥିବାରୁ ଇଣ୍ଡୋନେସିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇବ । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢିଛି । ବିଶ୍ବରେ ପାମ ତେଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଖାଇବା ଠାରୁ ଆରମ୍ଭ କରି କସମେଟିକ ସାମଗ୍ରୀ ସବୁଥିରେ ବ୍ୟବହାର ହୋଇଥାଏ ପାମ ତେଲ । ଏନେଇ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଋଷ ୟୁକ୍ରେନ ଯୁଦ୍ଧରେ ଖାଦ୍ୟର ଦର ବୃଦ୍ଧି ପାଇବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରୁଥିଲା । କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା । ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି । ଅନ୍ୟପଟେ ସଲଭେଣ୍ଟ ଏକ୍ସଷ୍ଟାଟର ଆସୋସିଏସନର ସଭାପତିଙ୍କ କହିବା ହେଉଛି ଇଣ୍ଡୋନେସିଆ ଏଭଳି ପ୍ରତିବନ୍ଧକ ଲଗାଇବ ବୋଲି ଆମେ କଳ୍ପନା ମଧ୍ୟ କରିନଥିଲୁ । ଅନ୍ୟପଟେ ଦ୍ୱିତୀୟ ଅଧିକ ପାମ୍ ତେଲ ଉତ୍ପାଦନକାରୀ ରାଷ୍ଟ୍ର ମାଲେସିଆର କହିବା ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନର ନୈରାଶ୍ୟଜନକ ପରିସ୍ଥିତିରେ ଆମେ ମଧ୍ୟ ତୈଳ ଯୋଗାଇ ପାରିବୁ ନାହିଁ ।

Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।