News

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ତାଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ୨୦୧୨ଏପ୍ରିଲ ୨୪ରେ ଇନ୍ଦ୍ରାଣୀ ତାଙ୍କ କନ୍ୟା ସୀନା ବୋରାକୁ ସମ୍ପତ୍ତି ଜନିତ ବିବାଦ ହେତୁ ହତ୍ୟା କରିବା ସହ ସୀନାର ମୃତଦେହକୁ ରାଇଗଡ଼ ଜିଲା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବ ସ୍ୱାମୀ ସଞ୍ଜିବ ଖାନ୍ନାଙ୍କୁ ଅଗଷ୍ଟ ୨୦୧୫ରେ ଗିରଫ କରାଯାଇ ଥିବାବେଳେ ଡ୍ରାଇଭର ଶ୍ୟାମଭର ରାଇଙ୍କୁ ମଧ୍ୟ ଗିରଫ କରାଯାଇ ଥିଲା। ପରେ ଏହି ମାମଲାରେ ଅଧିକ ତଦନ୍ତ ପରେ ପୁଲିସ ଇନ୍ଦ୍ରାଣୀଙ୍କ ବର୍ତ୍ତମାନ ସ୍ୱାମୀ ପିଟର ମୁଖାର୍ଜୀଙ୍କ ମଧ୍ୟ ୨୦୧୫ ନଭେମ୍ବରରେ ଗିରଫ କରିଥିଲେ।

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ indrani

ପଢନ୍ତୁ; ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Related posts

Five Odisha Players Got Selected In Indian Women’s Hockey Team

ENO Beuro

କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

ENO Beuro

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More