• ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବର୍ଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

    ସମସ୍ତେ ଘରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି । ଆପଣ ଜାଣିଛନ୍ତି କି କିପରି ଘରେ କିପରି ପ୍ରସ୍ତୁତ ହୁଏ ନଡିଆ ବର୍ଫି । ଏହା ଖାଇବାକୁ ଯେତିକି ସ୍ଵାଦିଷ୍ଟ ତିଆରି କରିବାକୁ ମଧ୍ୟ ସେତିକି ସହଜ । ତେବବେ ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ ନଡିଆ ବର୍ଫି ? ଆବଶ୍ୟକ ସାମଗ୍ରୀ :- ଏକ କପ୍‌(୨୫୦ମିଲି.ଗ୍ରାମ) ନଡିଆ କୋରା, ୩/୪ କପ୍‌ କ୍ଷୀର, ...
  • ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

    ଆରପାରିରେ ବଂଶୀଧର ପଣ୍ଡା ବିଶିଷ୍ଠ ଶିଳ୍ପପତି, ଇମ୍ଫା ଗ୍ରୁପ୍‌ର ପ୍ରତିଷ୍ଠାତା ଡ.ବଂଶୀଧର ପଣ୍ଡାଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ନିଜ ବାସ ଭବନରେ ଶ୍ରୀ ପଣ୍ଡାଙ୍କର ଦିନ ପ୍ରାୟ ୧୨ଟା ବେଳେ ପରଲୋକ ଘଟିଥିବା ଜଣାପଡ଼ିଛିି। ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସ୍ଵର୍ଗତ ପଣ୍ଡା ୧୯୩୨ ମସିହା ନଭେମ୍ବର ୨୬ତାରିଖରେ ...
  • କେଉଁ ସମୟରେ ଦହି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ଜାଣନ୍ତୁ ?

    ସମସ୍ତେ ପ୍ରାୟତଃ ଦହି ଖାଇବାକୁ ଭଲ ପାଆନ୍ତି । ଏମିତି କି ଆମେ ସମସ୍ତେ ଜାଣିଛେ ଦହି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ । କିନ୍ତୁ ଏହାକୁ ଯଦି ଠିକ୍ ସମୟରେ ନଖିଆଯାଏ ତେବେ ତାହା ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆମେ ଆଜି ଆପଣଙ୍କୁ କହିବୁ ଦହି ଖାଇବାର ଠିକ୍ ସମୟ ବିଷୟରେ । କେଉଁ ସମୟରେ ଦହି ଖାଇବା ଉଚିତ ଜାଣନ୍ତୁ :- ଦହି ଜମିବାର ୨୪ ...
  • ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା

    ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠିଲା ପରେ କେଉଁ ଜିନିଷ ଦେଖିବା ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା ଅନେକ ସକାଳେ ଉଠି ନିଜର ଚେହେରା ଆଇନାରେ ଦେଖନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ଅଟେ। ସକାଳୁ ଉଠି ଆଇନା ଦେଖିବା ପରିବର୍ତ୍ତେ ଦୁଇ ହାତ ଯୋଡି ଭଗବାନଙ୍କୁ ପାର୍ଥନା କରିବା ଶୁଭ ବୋଲି ମାନ୍ୟତା ରହିଛି। ସକାଳୁ ସକାଳୁ ଯଦି କୌଣସି କୁକୁରକୁ ଲଢେଇ ...
  • ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

    ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି । ପ୍ରଥମେ ବ୍ରହ୍ମ ବିଭ୍ରାଟ, ନୀତି ବିଭ୍ରାଟ ଏବଂ ଏବେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିବା ଘଟଣା ଓଡ଼ିଶାକୁ ଲଜ୍ଜିତ କରିଛି । ତେବେ ଏସବୁ ଉପରେ ...
  • ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

    ଆଜିକାଲି ଆଣ୍ଠୁଗଣ୍ଠି ବାତ ରୋଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗରେ ବୟସ୍କ ଲୋକମାନେ ବହୁତ କଷ୍ଟ ପାଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ- ଲକ୍ଷଣ- ଆଣ୍ଠୁଗଣ୍ଠି ବାତ ଲମ୍ବା ଅବଧିର ରୋଗ ଯାହା ଧିରେ ଧିରେ ଜଣାପଡିଥାଏ। ଏହାର ଲକ୍ଷଣ ଗୁଡିକ ମଧ୍ୟରେ ଆଣ୍ଠୁଗଣ୍ଠି ବିନ୍ଧିବା, ଫୁଲିଯିବା, ଜମିଯିବା ଏବଂ ...
  • ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

    ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ । ରବିବାର ଆଇପିଏଲର ପ୍ଲେ ଅଫ୍ ତାଲିକା ଫାଇନାଲ ହୋଇଥିବା ସମୟରେ ଭାଇରାଲ ହୋଇଛି ପ୍ରୀତିଙ୍କ ଭିଡିଓ । ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାର ହୋଇଯାଇଥିବା ନେଇ ପ୍ରୀତି ଖୁସି ଥିବା ସମସ୍ତେ କହୁଛନ୍ତି । ତେବେ ...