Loading...

ଋଷକୁ ବିଶ୍ୱର ସବୁଠାରୁ ବଡ ଆଇଟି କମ୍ପାନୀ ଇନଫୋସିସର ଝଟକା

ଋଷକୁ ବିଶ୍ୱର ସବୁଠାରୁ ବଡ ଆଇଟି କମ୍ପାନୀ ଇନଫୋସିସର ଝଟକା

ଋଷ ଉପରେ ଦିନକୁ ଦିନ ପଡୋଶୀ ଦେଶମାନେ କଡା ପ୍ରତିବନ୍ଧକ ଲଗାଉଥିବା ବେଳେ ଏବେ ବିଶ୍ୱର ସବୁଠାରୁ ବଡ ଆଇଟି କମ୍ପାନୀ ଇନଫୋସିସ ବି ଏକ ବଡ ନିଷ୍ପତ୍ତି ନେଇଛି । କମ୍ପାନୀର ନିଷ୍ପତ୍ତି ମୁତାବକ ଏବେ ଋଷରେ ଥିବା ତାର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଯାଉଛି ।

ଋଷ ଉପରେ ଦିନକୁ ଦିନ ପଡୋଶୀ ଦେଶମାନେ କଡା ପ୍ରତିବନ୍ଧକ ଲଗାଉଥିବା ବେଳେ ଏବେ ବିଶ୍ୱର ସବୁଠାରୁ ବଡ ଆଇଟି କମ୍ପାନୀ ଇନଫୋସିସ ବି ଏକ ବଡ ନିଷ୍ପତ୍ତି ନେଇଛି । କମ୍ପାନୀର ନିଷ୍ପତ୍ତି ମୁତାବକ ଏବେ ଋଷରେ ଥିବା ତାର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଯାଉଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କମ୍ପାନୀର ସହ-ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସନକଙ୍କ ଉପରେ ଋଷ ରାଷ୍ଟ୍ରପତି ପୁଟିନ ଦୁର୍ନିତୀ ଅଭିଯୋଗ ଆଣିଛନ୍ତି । ପୁଟିନ କହିଛନ୍ତି କି ଋଷି ବ୍ରିଟିସର ଚାନ୍ସଲର ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ମସ୍କୋରେ କାମ କରୁଥିବା ଇନଫୋସିସର କର୍ମଚାରୀ ମାନଙ୍କୁ ଅନ୍ୟ ସ୍ଥାନରେ କାମ ଖୋଜିବାକୁ କମ୍ପାନୀ ତରଫରୁ କୁହାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.