News

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ୪୦ ବର୍ଷ ବୟସ୍କ ବ୍ୟବସାୟୀ ସତ୍ୟ ପଟ୍ଟନାୟକଙ୍କ ଝିଅ ।

କଟକ ସ୍ଥିତ ସତିଚଉରା ଶ୍ମଶାନରେ ସତ୍ୟ ପଟ୍ଟନାୟକରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଝିଅ ଶୀତଲ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏବେ ଶୀତଲର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଓ ସେ ଏବେ ବିପଦମୁକ୍ତ ଅଛନ୍ତି । ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଗତକାଲି ବାପାଙ୍କ ସହ ଡ୍ୟାନ୍ସ ସ୍କୁଲରୁ ଫେରିବା ବେଳେ ବାପା ସତ୍ୟବ୍ରତ ପଟ୍ଟନାୟକ ଓ ଶୀତଲ ଉପରେ ଓଭରବ୍ରିଜ ଭୁଶୁଡି ପଡିଥିଲା । ଯେଉଁଥିରେ ସତ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଶୀତଲକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

Related posts

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

ENO Beuro

୧୬ରୁ ଯୁକ୍ତ ଦୁଇ ରେଗୁଲାର ଫର୍ମ ପୂରଣ,ବଦଳିବନି ପ୍ରଶ୍ନ ପାଟର୍ନ

ENO Beuro

1 comment

Leave a Comment