EnewsOdia.Com

ଦୀପାବଳିରେ ନାହିଁ ବର୍ଷା ଭୟ

ଦୁଇ ଦିନର ଲଘୁଚାପର ଲଗାଣ ବର୍ଷା ପରେ ଆସିଛି ଆଶ୍ୱସ୍ତିର ଖବର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଫଳରେ ବର୍ଷା ଧୀରେ ଧୀରେ କମିବ । ଆସନ୍ତାକାଲି ଠାରୁ ପାଗରେ ଆସିଯିବ ସୁଧାର । ତେବେ ୨୭ରେ ଦୀପାବଳି ଥିବାରୁ ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ନାହି ବୋଲି ସୂଚନା ମିଳିଛି।

ଗତ ୨ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଘୁଚାପ ଜନିତ ଏହି ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା। ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଏହା ସହିତ ବାତ୍ୟା ନେଇ କୌଣସି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ସୋସିଆଲ୍ ମିଡିଆରେ ଉଡୁଥିବା ବାତ୍ୟା ଖବର କେବଳ ଗୁଜବ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ ।

ପଢନ୍ତୁ: ପ୍ରଧାନମନ୍ତ୍ରୀ ହେବତ ଏମିତି : ପଡିଆରେ କ୍ରିକେଟ ଖେଳାଳିଙ୍କ ପାଇଁ ୱାଟର ବଏ ପାଲଟିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

Ratnamani Maharana