News

ଟାଇମ ମେସିନ ତିଆରି କରି ରୁଷ ରଚିଲା ଇତିହାସ

time machine invented by rus

ଫିଲ୍ମରେ ଦେଖିଥିଲେ ଟାଇମ ମେସିନ  ଦ୍ଵାରା ଜଣେ ନିଜର ଅତୀତକୁ ଫେରିବାର ଘଟନା ଯାହା ଆମ ପାଇଁ ମାତ୍ର ଏକ କଲ୍ପନା ଥିଲା। ମାତ୍ର ରୁଷର ବୈଜ୍ଞାନିକ  ମାନେ ଏହି କଲ୍ପନାକୁ ସତ ବୋଲି ପ୍ରମାଣିତ କରିଛନ୍ତି। ନିକଟରେ ରୁଷର ବୈଜ୍ଞାନିକ ମାନେ ତିଆରି କରିଛନ୍ତି ବିଶ୍ଵର ପ୍ରଥମ  ଟାଇମ ମେସିନ। ସେମାନେ ଇଲେକ୍ଟ୍ରୋନକୁ ସମୟର ପ୍ରବାହରେ ପଛକୁ ଫେରାଇ ପଡ଼ିଛନ୍ତି। ସେମାନେ ପ୍ରଥମେ କିଛି ଇଲେକଟ୍ରନକୁ ଏନେତେଣେ ଫୋପାଡି ଦେଇଥିଲେ। ପରେ କିନ୍ତୁ ସେଇ ଇଲେକଟ୍ରନ ଗୁଡିକ ଟାଇମ ମେସିନ ସହାୟତାରେ ପୂର୍ବ ଅବସ୍ଥାକୁ ଫେରିଆସିଥିଲା।

 

ଡକ୍ଟର ଗାର୍ଡି ଲେବେଜୋକିଙ୍କ ନେତୃତ୍ବରେ କ୍ଵାଣ୍ଟମ କମ୍ପୁଟର  ସହାୟତାରେ ସେମାନେ ଏହା ତିଆରି କରିଥିବା ଦାବି କରିଛନ୍ତି। ଅବଶ୍ୟ ମଣିଷ ଏହି ମେସିନର ପ୍ରୟୋଗ କରି ଅତୀତ କିମ୍ବା ଭବିଷ୍ୟତ କାଳକୁ ଯିବା ଏବେ ସମ୍ଭବ ହୋଇନହି। ତେବେ ରୁଷ ବୈଜ୍ଞାନିକମାନଙ୍କ ସଫଳତା ଏହି ସ୍ଵପ୍ନାକୁ  ବାସ୍ତବ ରୂପ ସହାୟକ ହେବ ବୋଲି ଆଶା କରାଯାଉଛି।

ପଢନ୍ତୁ: ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଗୁଳିକାଣ୍ଡ: ଆକସ୍ମିକ ଗୁଳିମାଡ଼ରୁ ବର୍ତ୍ତିଲେ ବାଂଲାଦେଶ୍‌ର କ୍ରିକେଟ୍‌ ଟିମ୍‌

Related posts

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ

ENO Beuro

ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ENO Beuro

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

ENO Beuro

Leave a Comment