ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଏହି ବିବାହ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅନ୍ୟତମ |
ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଏହି ବିବାହ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅନ୍ୟତମ | ଅଲି ଫୈଜଲ ଏବଂ ରିଚା ଚଢା ବଲିଉଡରେ ଅନନ୍ୟ ଚରିତ୍ର ପାଇଁ ବେଶ ଜଣାଶୁଣା | ତେବେ ଏଦୁହିଁଙ୍କ ବିବାହ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବିବାହ ଖବର ମଧ୍ୟରେ ଉଭୟଙ୍କ ବିବାହ ପାଇଁ ନିମନ୍ତ୍ରଣ କାର୍ଡର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଅଲି ଫୈଜଲ ଏବଂ ରିଚା ଚଢାଙ୍କର ଜଣେ ବନ୍ଧୁ ସେମାନଙ୍କ ବିବାହ କାର୍ଡ ଡିଜାଇନ୍ କରିଛନ୍ତି। ବିବାହ କାର୍ଡକୁ ଏକ ଦିଆସିଲି ଖୋଳ ଭଳି ଡିଜାଇନ୍ କରାଯାଇଛି |ଏଥିରେ ଅଲି ଫୈଜଲ ଏବଂ ରିଚା ଚଢା ସାଇକେଲ ଚଳାଉଥିବା ଦେଖାଯାଇଛି। ଆଉ ବଡ କଥା ଯେ ଏହି ନିମନ୍ତ୍ରଣ କାର୍ଡ ୯୦ ଦଶକର ଅନୁଭବ ଦେଉଥିବାବେଳେ ଏହା ବିବାହ କାର୍ଡର ଶୀର୍ଷରେ ଲେଖା ହୋଇଛି କପଲ ମ୍ୟାଚେସ | ଏହି ବିବାହ କାର୍ଯ୍ୟକ୍ରମ ୫ ଦିନ ଯାଏଁ ଚାଲିବାକୁ ଥିବାବେଳେ ଏକ ରିପୋର୍ଟରେ କୁହାଯାଇଛି ଯେ ପ୍ରି-ୱେଡିଙ୍ଗ ସେଲିବ୍ରେସନ ଆଗାମୀ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ। ସେଠାରେ ଏହି ଉତ୍ସବ ୩ ଦିନ ପର୍ଯ୍ୟନ୍ତ ଚାଲିବ |
ଅକ୍ଟୋବର ୧ରେ ମେହେନ୍ଦୀ ଏବଂ ସଂଗୀତ ଅନୁଷ୍ଠିତ ହେବ। ଅକ୍ଟୋବର ୨ରେ ରିଚା ଓ ଅଲି ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ ଭୋଜି ଦେବେ | ତେବେ ବିବାହ କାର୍ଡରେ ଥିବା ଅଧିକାଂଶ ବିବରଣୀ ଲୁଚି ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।