Loading...

ଆଇପିଏଲ-୨୦୨୩ : ଆଜି ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ

ଆଇପିଏଲ-୨୦୨୩ : ଆଜି ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ

ଚଳିତ ଆଇପିଏଲର ଅଷ୍ଟମ ଲିଗ୍‌ ମ୍ୟାଚ ଆଜି ଗୌହ୍ବାଟୀରେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ।

ଚଳିତ ଆଇପିଏଲର ଅଷ୍ଟମ ଲିଗ୍‌ ମ୍ୟାଚ ଆଜି ଗୌହ୍ବାଟୀରେ ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚ ଜିତି ସମାନ ସ୍ଥିତିରେ ଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଶିଖର ଧାୱନଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୭ରନରେ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.