Loading...

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ରହିଛି ଦାମ ଓ ବିକ୍ରି ହୋଇନଥିବା ଖେଳାଳିଙ୍କ ନାଁ

ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌।

ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍‌କାତା ନାଇଡ୍‌ ରାଇଡର୍ସ’।‘ଆଇପିଏଲ୍‌’ ଅଧ୍ୟକ୍ଷ ବ୍ରଜେଶ ପଟେଲ୍‌ଙ୍କ ଉଦ୍‌ଘାଟନୀ ଅଭିଭାଷଣ ସହ ଆଜି ମଧ୍ୟାହ୍ନ ୧୨ଟାରେ ନିଲାମ ଆରମ୍ଭ ହୋଇଥିଲା। ନିଲାମକାରୀ ହେଉଛନ୍ତି ଇଂଲଣ୍ଡ୍‌ର ହଗ୍‌ ଏଡ୍‌ମିଡିସ୍‌।

ରୟାଲ ଚ୍ୟାଞ୍ଜେଲର୍ସ ବାଙ୍ଗାଲୋର: ଫ୍ଲାଫ ଡୁପ୍ଲେସିସ(୭ କୋଟି), ହର୍ଷଲ ପଟେଲ (୧୦.୭୫ କୋଟି), ଓ୍ଵାନିଣ୍ଡୁ ହସରଙ୍ଗା (୧୦.୭୫ କୋଟି)

କୋଲକତା ନାଇଟ ରାଇଡର୍ସ: ଶ୍ରେୟସ ଆୟର (୧୨.୨୫ କୋଟି), ପ୍ୟାଟ୍‌ କମିନ୍ସ (୭.୨୫ କୋଟି), ନୀତିଶ ରାଣା (୮ କୋଟି)

ପଞ୍ଜାବ କିଙ୍ଗସ: ଶିଖର ଧଓ୍ଵନ (୮.୨୫ କୋଟି), କେ ରାବାଡା (୯.୨୫ କୋଟି)

ଚେନ୍ନାଇ ସୁପରକିଙ୍ଗସ୍‌: ରବିନ ଉତ୍ଥାପା (୨ କୋଟି), ବ୍ରାଭୋ (୪.୪୦ କୋଟି), ଅମ୍ବାତି ରାଇଡୁ (୬.୭୫ କୋଟି)ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ ଓ୍ଵାର୍ଣ୍ଣର(୬.୨୫ କୋଟି), ମିଚେଲ ମାର୍ସ (୬.୫୦ କୋଟି)

ରାଜସ୍ଥାନ ରୟାଲ୍ସ: ଆର ଅଶ୍ୱିନୀ(୫ କୋଟି), ଦେବଦତ୍ତ ପାଡିକିଲ୍ଲ (୭.୭୫ କୋଟି), ସିମରନ ହଟମେୟାର (୮.୫୦ କୋଟି)

ମୁମ୍ବାଇ ଇଣ୍ଡିଆନ୍ସ: ଈଶାନ କିଶନ(୧୫.୨୫ କୋଟି),

ସନରାଇଜର୍ସ ହାଇଦ୍ରାବାଦ : ଓ୍ଵାଶିଂଟନ ସୁନ୍ଦର( ୮.୭୫ କୋଟି)

ଲକ୍ଷ୍ମୌ ସୁପରଜିଆଣ୍ଟସ: ଡି କକ୍‌ (୬.୭୫ କୋଟି), ମନୀଷ ପାଣ୍ଡେ (୪.୬୦ କୋଟି), ଦୀପକ ହୁଡ୍ଡା (୫.୭୫ କୋଟି), କୁନାଲ ପାଣ୍ଡ୍ୟା (୮.୨୫ କୋଟି)

ଗୁଜୁରାଟ ଟାଇଟନ୍ସ: ମହମ୍ମଦ ସାମି (୬.୨୫ କୋଟି),

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.