SPORTS

ଆଇପିଏଲ ନିଲାମ: ଉନାଦକତ,ବରୁଣ ସବୁଠୁ ଦାମୀ

ipl

ଆଇପିଏଲ୍‌ ଖେଳାଳି ନିଲାମ

ଆଇପିଏଲ-୧୨ ପାଇଁ ଅନୁଷ୍ଟିତ ଖେଳାଳି ନିଲାମି କାର୍ଯ୍ୟକ୍ରମରେ ସୌରାଷ୍ଟ୍ରର ବାମହାତି ପେସ୍ ବୋଲର ଜୟଦେବ ଉନାଦକତ୍ ଓ ତାମିଲନାଡୁର ବହୁ ପ୍ରତିଭା ସ୍ପିନର ବରୁଣ ଚକ୍ରବର୍ତ୍ତୀ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ସୌରାଷ୍ଟ୍ରର ବାମହାତି ପେସ୍ ବୋଲର ଜୟଦେବ ଉନାଦକତ୍ ଓ ତାମିଲନାଡୁର ବହୁ ପ୍ରତିଭା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହି ନିଲାମରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।

ipl

ମାତ୍ର ଯୁବରାଜ ସିଂହଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି। ସମୟ ଥିଲା ଯେବେ ଯୁବରାଜ ଫର୍ମରେ ଥିଲେ ତାଙ୍କୁ ୧୬ କୋଟି ଟଙ୍କାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ କିଣିଥିଲା। ଏଥର ନିଲାମରେ ଯୁବରାଜଙ୍କ ବେସ୍ ପ୍ରାଇସ୍ ଏକ କୋଟି ଟଙ୍କା ଥିଲା।

ବିକ୍ରି ହୋଇନଥିବା ଖେଳାଳି ମାନଙ୍କ ଭିତରେ ରହିଲେ ମନୋଜ ତିଓ୍ଵାରୀ, ଚେତେଶ୍ଵର ପୂଜାରା, ଯୁବରାଜ ସିଂହ, କ୍ରିସ ଜୋର୍ଡାନ, ବ୍ରେଣ୍ଡନ ମ୍ୟାକକକୁଲମ, କ୍ରିସ୍ ଓ୍ଵକ୍ସ, ମାର୍ଟିନ ଗୁପଟିଲ, ଆଲେକ୍ସ ହେଲ୍ସ, ନମନ ଓଝା, ଆକାଶଦୀପ ନାଥ, ମନନ ବୋରା, ସଚିନ ବେବି, ଅଙ୍କିତ ବାଓ୍ଵନେ, ରାହୁଲ ଶର୍ମା, ଅର୍ମାନ ଜାଫର।

ପଢନ୍ତୁ;  ଭିଜିଲାନ୍ସ ଜାଲରେ ଫସିଲେ ଡ଼ାକ୍ତରାଣୀ

Related posts

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ ପଦକ

ENO Beuro

ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Ratnamani Moharana

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ENO Beuro

Leave a Comment