SPORTS

ଆଇପିଏଲ୍‌ର ଦ୍ବିତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ

 

ପନ୍ତ ପରାକ୍ରମରେ ମୁମ୍ବାଇ ମଳିନ…

ଦ୍ବାଦଶ ଆଇପିଏଲର ଦ୍ବିତୀୟ ଦିନରେ ଏକ ବଡ଼ ବିପର୍ଯ୍ୟୟ ‌ଦେଖିବାକୁ ମିଳିଛି। ତାରକା ଖଚିତ ତଥା ତିନି ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୩୭ ରନ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ତା’ର ଅଭିଯାନ ଆରମ୍ଭ କରିଛି। ରିଷଭ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ପୂର୍ବତନ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୭ ରନରେ ପରାସ୍ତ କରିଛି।

ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୧୪ ରନ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୧୯.୨ ଓଭରରେ ୧୭୬ ରନ କରି ଅଲଆଉଟ ହୋଇ ଯାଇଥିଲା।ମୁମ୍ବଇ ପକ୍ଷରୁ ଯୁବରାଜ  ସର୍ବାଧିକ ୫୩ ରନ(୩୫ ବଲ)ର ଇନିଂସ ଖେଳିଥିଲେ।  ଦିଲ୍ଲୀ ପକ୍ଷରୁ ଇଶାନ୍ତ ଏବଂ ରବାଡା ୨ଟି ଲେଖାଏ ଉଇକେଟ ନେଇଥିଲେ।

ପଢନ୍ତୁ: ଭାରତୀୟ ବାୟୁସେନାର ସାମିଲ ହେଲା ‘ଚିନୁକ୍ ହେଲିକପ୍ଟର’

 

 

Related posts

ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର

ENO Beuro

ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

ENO Beuro

ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ENO Beuro

Leave a Comment