EnewsOdia.Com

ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ ପରୀକ୍ଷା ଏବଂ ସମାନ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଛି। ହେଲେ ବ୍ୟବସ୍ଥା ଆରମ୍ଭରୁ ବିଭ୍ରାଟ ଦେଖା ଦେଇଛି। ଅଣ୍ଟିଲାନି ପ୍ରଶ୍ନପତ୍ର, ବାଧ୍ୟ ହୋଇ କଳାପଟାରେ ଲେଖାଗଲା ପ୍ରଶ୍ନ। ପରୀକ୍ଷା ବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେ। ପୁରୀରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା। ଆଜି ପ୍ରଥମ ଦିନରେ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ଚିତ୍ରାଙ୍କନ ଓ ଷ୍ଠଷ୍ଠ ଅଷ୍ଟମ ପିଲାଙ୍କ ଇତିହାସ ଓ ଭୂଗୋଳ ପରୀକ୍ଷା ଥିଲା । ସବୁ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ପହଂଚିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଳାପଟାରେ ପ୍ରଶ୍ନ ପଢି ଛାତ୍ରଛାତ୍ରୀ ଉତ୍ତର ଲେଖିଛନ୍ତି।

 

ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ ପରୀକ୍ଷା ଏବଂ ସମାନ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଛି। ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ ପରୀକ୍ଷା ଏବଂ ସମାନ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଛି।

ପଢନ୍ତୁ: ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

ସମ୍ବନ୍ଧିତ ଖବର

ସରକାରୀ ବଡ଼ବାବୁମାନଙ୍କ ପାଇଁ ବସିବ ପ୍ରମୋସନ ଅଦାଲତ

Ratnamani Maharana

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana

ଆଜି ପବିତ୍ର ମକର ସଂକ୍ରାନ୍ତି

Ratnamani Maharana

ସାଟେଲାଇଟରେ ଆସିଲା ଚୀନର ସାଂଘାତିକ ଚିତ୍ର

Ratnamani Maharana

ଆଜିଠୁ ବଢିବ ଶୀତ

Ratnamani Maharana

ବଢିଛି ଚିଲିକାରେ ପକ୍ଷୀ ସଂଖ୍ୟା

Ratnamani Maharana