ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସଫଳତାର ସହ ଉତକ୍ଷେପଣ ହୋଇଛି PSLV-C୫୨ । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଆଜି ସମୟ 6ଟା 17ରେ PSLV-C୫୨ର ସଫଳ ଉତକ୍ଷେପଣ କରିଛି ।
ସଫଳତାର ସହ ଉତକ୍ଷେପଣ ହୋଇଛି PSLV-C୫୨ । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଆଜି ସମୟ 6ଟା 17ରେ PSLV-C୫୨ର ସଫଳ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ-ସି୫୨(PSLV-C୫୨) ଦ୍ବାରା ଏହି ଉପଗ୍ରହଗୁଡିକୁ ଉତକ୍ଷେପଣ କରାଯାଇଛି । ଇସ୍ରୋର ଚଳିତ ବର୍ଷ ଏହା ପ୍ରଥମ ମହାକାଶ ମିଶନ । ଆକାଶରେ ଦେଶର ଆଖି ହେବ PSLV-C୫୨ ।ସକାଳ ଠିକ୍ 6ଟା 17ରେ ପୋଲାର ଅରବିଟ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବ କକ୍ଷରେ PSLV-C୫୨ ରାଡାର ଇମେଜିଙ୍ଗ ସାଟେଲାଇଟ ଇଓଏସ-୦୪ ଓ ଅନ୍ୟ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଛି । ଦୁଇଟି ଉପଗ୍ରହ ମଧ୍ୟରେ ଗୋଟିଏ ହେଉଛି ଷ୍ଟୁଡେଣ୍ଟ ସାଟେଲାଇଟ (ଇନସ୍ପେୟାରସାଟ-୧) । ଏହାକୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏସଟି) ଦ୍ବାରା ପ୍ରସ୍ତୁତ କରାଯାଇଛି । ଅନ୍ୟଟି ହେଉଛି ଟେକ୍ନୋଲୋଜି ଡେମନଷ୍ଟ୍ରେଟର ସାଟେଲାଇଟ (ଆଇଏନଏସ-୨ଟିଡି) ଯାହାକୁ ଇସ୍ରୋ ନିର୍ମାଣ କରିଛି ।
ସେହିଭଳି ଇଓଏସ (ଆର୍ଥ ଅବଜର୍ଭେସନ ସାଟେଲାଇଟ)-୦୪ ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ । ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ । କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏହାର ଓଜନ ୧୭୧୦ କିଲୋଗ୍ରାମ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।