News

ଶତ୍ରୁପକ୍ଷ ଆକ୍ରମଣ ଭୟ ହେବ ଦୂର: ଏମିସାଟ୍‌ ସାଟେଲାଇଟ୍ ସଫଳ ଉତପେକ୍ଷଣ କଲା ଇସ୍ରୋ

ମହାକାଶକୁ ସଫଳ ଉତକ୍ଷେପଣ ହେଲା ପିଏସଏଲ୍ ଭି-ସି ୪୫

ପୁଣି ମହାକାଶରେ ଇତିହାସ  ରଚିଲା ଭାରତ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଇସ୍ରୋ  ପକ୍ଷରୁ ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍  ଉତ୍‌ପକ୍ଷେପଣ କରାଯାଇଛି ।  ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ପକ୍ଷରୁ ସକାଳ ୯ଟା ୨୭ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି ପିଏସଏଲ୍ ଭି-ସି ୪୫ । ଶତ୍ରୁର ରାଡାର ଉପରେ ନଜର ରଖିବା ଏହି ସାଟେଲାଇଟ୍।

ଏହି ସାଟେଲାଇଟ୍। ୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍‌କ୍ଷେପଣ ହୋଇଛି। ଏଥିସହ ଇସ୍ରୋ ପକ୍ଷରୁ ଦୀର୍ଘତମ ମିଶନ ହାତକୁ ନିଆଯାଇଛି। PSLV C-45 ଦ୍ୱାରା ଉତ୍‌କ୍ଷେପଣର ୧୮୦ମିନିଟ୍‌  ପରେ EMISAT କକ୍ଷପଥରେ ଅବସ୍ଥାପିତ ହେବ। ପରେ ଏହା ତଳକୁ ଖସି ୨୮ଟି ସାଟେଲାଇଟକୁ ୫୦୪ କିଲୋମିଟର  ଉଚ୍ଚତାରେ ସ୍ଥାପନ କରିବ ।
ପଢନ୍ତୁ: ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

Related posts

କାଲି ସନ୍ଧ୍ୟା ୭ରୁ ବନ୍ଦ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

Ratnamani Moharana

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

ଆଳୁ ବଜାରରେ ନିଆଁ : ଖାଉଟି ହନ୍ତସନ୍ତ

ENO Beuro

1 comment

Leave a Comment