Loading...

ଅକ୍ଟୋବର ୨୧ରେ ଶ୍ରୀହାରିକୋଟାରୁ ପରୀକ୍ଷଣ ହେବ ଗଗନଯାନ

ଅକ୍ଟୋବର ୨୧ରେ ଶ୍ରୀହାରିକୋଟାରୁ ପରୀକ୍ଷଣ ହେବ ଗଗନଯାନ

ଗଗନଯାନ ମିଶନ ଅଧୀନରେ ଟିଭି-ଡି୧ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହାର ପରୀକ୍ଷଣ ଶ୍ରୀହାରିକୋଟାରୁ ସକାଳ ୭ ରୁ ୯ଟା ମଧ୍ୟରେ ପଠାଯିବ।

ଗଗନଯାନ ମିଶନ ପାଇଁ ସବୁ ପ୍ରସ୍ତୁତି ଶେଷ କରିଛି ଇସ୍ରୋ। ଅକ୍ଟୋବର ୨୧ରେ ଶ୍ରୀହାରିକୋଟାରୁ ହେବ ପରୀକ୍ଷଣ । ଗଗନଯାନ ମିଶନ ଅଧୀନରେ ଟିଭି-ଡି୧ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହାର ପରୀକ୍ଷଣ ଶ୍ରୀହାରିକୋଟାରୁ ସକାଳ ୭ ରୁ ୯ଟା ମଧ୍ୟରେ ପଠାଯିବ। ତେବେ ଏହି ପରୀକ୍ଷଣ ପରେ ବି ଆଉ ତିନୋଟି ପରୀକ୍ଷଣ କରାଯିବ।

ଏହି ସମୟ ମଧ୍ୟରେ କ୍ରୁ ମଡ୍ୟୁଲ୍ ପରୀକ୍ଷା କରାଯିବ। ଯେଉଁଥିରେ କ୍ରୁ ଏସ୍କେପ୍ ସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଗଗନଯାନର ଏହି କ୍ରମରେ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ସୋସିଆଲ ମିଡିଆ ଜରିଆରେ ଫଟୋ ସେୟାର ସୂଚନା ଦିଆଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.