News

ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

ଗୁଇନ୍ଦାଗିରି କରିବ , କାଶ୍ମୀରରେ ଯୋଗାଯୋଗ ସୁଧାରିବ

ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)ବୁଧୁବାର ଆଉ ଏକ କୀର୍ତ୍ତିମାନ ହାସଲ କରିଛି। ଇସ୍ରୋ ଆଜି ଦେଶର ଏକ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍-୨୯କୁ ସଫଳତାର ସହ ମହାକାଶକୁ ପଠାଇଛି।

gsat

ଜିସାଟ-୨୯ ହାଇଥ୍ରୋପୁଟ ସଞ୍ଚାର ଉପଗ୍ରହ, ଯାହା ଜାମ୍ମୁ ଓ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଏଥିରେ ଏହି କ୍ଷେତ୍ରରେ ଇଣ୍ଟରନେଟ୍ ହାଇସ୍ପିଡରେ ଚାଲିବ। ଏଥିରେ ଉପଯୋଗ କରାଯାଇଥିବା ପେଲାଡ୍ସ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଅଧିକ ମଜବୁତ କରିବ।

ଏହି ରକେଟରେ ଦୁନିଆର ଦ୍ଵିତୀୟ ସବୁଠୁ ବଡ଼ ବୁଷ୍ଟର ଏସ୨୦୦ର ବ୍ୟବହାର କରାଯାଇଛି। ୩୪୨୩ କିଲୋଗ୍ରାମ ଓଜନର ଏହି ଉପଗ୍ରହ ଭାରତ ମାଟିରୁ ପ୍ରକ୍ଷେପଣ କରାଯାଇଥିବା ଏ ପର୍ଯ୍ୟନ୍ତର ସବୁଠୁ ଓଜନ ଉପଗ୍ରହ। ଏହା ଏକ ହାଇଥ୍ରୋପୁଟ୍ କମ୍ୟୁନିକେସନ ସାଟେଲାଇଟ ଅଟେ।

ପଢନ୍ତୁ; କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

Related posts

ପାକିସ୍ତାନରେ ନିର୍ବାଚନ ଲଢିବେ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ

ENO Beuro

ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ଭାଇରାଲ !

ENO Beuro

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More