News

ଇସ୍ରୋ ର ଯୋଜନା – ମାତ୍ର ତିନି ଦିନ ମଧ୍ୟରେ ତିଆରି କରାଯାଇ ପାରିବ ଏକ ରକେଟ୍‌

ସାଧାରଣ ସାଇଜ୍‌ର ପିଏସ୍‌ଏଲ୍‌ଭି ରକେଟ୍‌ ତିଆରି କରିବା ପାଇଁ ସାଧାରଣତଃ ଲାଗେ ୩୦ରୁ ୪୦ ଦିନ । କିନ୍ତୁ ମାତ୍ର ତିନି ଦିନ ମଧ୍ୟରେ ଏକ ରକେଟ ପ୍ରସ୍ତୁତ କରିବ ଇସ୍ରୋ । ଏହା ସାଧାରଣ ରକେଟ ଠାରୁ ସାଇଜରେ ଖୁବ ଛୋଟ । ତେଣୁ ଏହାକୁ ତିନି ଦିନ ମଧ୍ୟରେ ପ୍ରସ୍ତୁତ ସମ୍ଭବ ।

ସାଧାରଣ ରକେଟ୍‌ ତିଆରି ମୂଲ୍ୟ ଠାରୁ ଛୋଟ ରକେଟ୍‌ର ତିଆରି ମୂଲ୍ୟ ୧୦ ଭାଗରୁ ୧ ଭାଗ। ପୃଥିବୀର ସବୁ ଦେଶରେ ସାଧାରଣ ରକେଟ୍‌ଟିଏ ତିଆରି କରାଇବାକୁ ୧୫୦ କୋଟିରୁ ୫୦୦ କୋଟି ମଧ୍ୟରେ ଟଙ୍କା ଖର୍ଚ୍ଚ ହୋଇଥାଏ।

ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର୍‌ର ନିର୍ଦେଶକ ଡକ୍ଟର୍‌ କେ ସିବନ କହିଛନ୍ତି, ୨୦୧୮ ଶେଷ ତଥା ୨୦୧୯ ଆରମ୍ଭ ଆଡକୁ ଛୋଟ ରକେଟ୍‌ ପ୍ରସ୍ତୁତ ହୋଇ ପାରିବ। ଏହା ସମୁଦାୟ ୫୦୦ରୁ ୭୦୦ କିଲୋ ଓଜନର ପ୍ଲେଲୋଡ୍‌ ବୋହି ପାରିବ। ସହ ପୃଥିବୀ ପୃଷ୍ଠରୁ ୫୦୦ରୁ ୭୦୦ କିଲୋମିଟର ଉଚ୍ଚ ପୃଥିବୀର କକ୍ଷପଥ ନିକଟରେ ଏହା ସାଟେଲାଇଟ୍‌ ଲଞ୍ଚ୍‌ କରାଇବାରେ ସକ୍ଷମ ହେବ ।

ଇସ୍ରୋ ର ଯୋଜନା – ମାତ୍ର ତିନି ଦିନ ମଧ୍ୟରେ ତିଆରି କରାଯାଇ ପାରିବ ଏକ ରକେଟ୍‌

ପଢନ୍ତୁ, ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

Related posts

ଜମ୍ମୁ କାଶ୍ମୀର: ପୁଣି ସଫଳତା, ୬ ଆତଙ୍କବାଦୀ ନିହତ

ENO Beuro

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ

ENO Beuro

ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More