ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ଟାଇମ୍ ମ୍ୟାନେଜମେଣ୍ଟ କିଭଳି ହୋଇପାରିବ ନିଜ ମା’ଙ୍କ ଠାରୁ ଶିଖିବା ଦରକାର ।
ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ଟାଇମ୍ ମ୍ୟାନେଜମେଣ୍ଟ କିଭଳି ହୋଇପାରିବ ନିଜ ମା’ଙ୍କ ଠାରୁ ଶିଖିବା ଦରକାର । ମା’ଙ୍କୁ ଭଲରେ ଦେଖିଲେ, ଟାଇମ୍ ମ୍ୟାନେଜମେଣ୍ଟର ମହତ୍ତ୍ୱ ଭଲରେ ବୁଝିହେବ ବୋଲି ମୋଦୀ କହିଛନ୍ତି । କେବଳ ସେତିକି ନୁହେଁ ସମୟର ସଠିକ୍ ଉପଯୋଗ କରନ୍ତୁ ।ସବୁଠାରୁ ବଡ କଥା ହେଉଛି ପରୀକ୍ଷାରେ କପି କରୁଥିବା ପିଲା ବି ବହୁତ କ୍ରିଓଟିଭିଟି ଦେଖାଏ । ସେତିକି ସମୟ ପାଠପଢାରେ ଦେଲେ କପି ଦରକାର ପଡନ୍ତାନି । ଦୁନିଆ ବହୁତ ପ୍ରତିଯୋଗିତାମୂଳକ ହେଲାଣି , ସବୁଠି ଉଠିପାରିବେନି । କପି କଲେ ଭବିଶ୍ୟତ ଗଠନ କରିହେବନି । କପି କରି ପରୀକ୍ଷାରେ ଖସି ଯାଇପାରିବେ, ହେଲେ ଆଗକୁ ଅଟକି ଯିବେ ବୋଲି ମୋଦୀ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।