Loading...

ଫୋନ୍‌ ଆସିଲା ଆଉ ହେଲୋ ନୁହେଁ ବନ୍ଦେ ମାତରମ୍‌ କହିବାକୁ ବାଧ୍ୟ ସରକାରୀ କର୍ମଚାରୀ

ଫୋନ୍‌ ଆସିଲା ଆଉ ହେଲୋ ନୁହେଁ ବନ୍ଦେ ମାତରମ୍‌ କହିବାକୁ ବାଧ୍ୟ ସରକାରୀ କର୍ମଚାରୀ

ଏଣିକି ଫୋନ୍‌ ଆସିଲା ଆଉ ହେଲୋ ନୁହେଁ। ଏହା ବଦଳରେ କହିବାକୁ ପଡିବ ବନ୍ଦେ ମାତରମ୍‌। ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ଏଣିକି ଫୋନ୍‌ ଆସିଲା ଆଉ ହେଲୋ ନୁହେଁ। ଏହା ବଦଳରେ କହିବାକୁ ପଡିବ ବନ୍ଦେ ମାତରମ୍‌। ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହେଲୋ ବଦଳରେ ବନ୍ଦେ ମାତରମ କହିବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୁଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନୂଆ ନିୟମ ଲାଗୁ କରାଯାଇଛି।କେବଳ ସେତିକି ନୁହେଁ, ସାଧାରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.