ଅନେକଲୋକଙ୍କ ଖାଇବା ମଝିରେ ପାଣି ପାଇବା ଏକ ଅଭ୍ୟାସ ରହିଥାଏ। ଆପଣ ହୁଏତ ଜାଣିନଥିବେ ଏହା ଶରୀର ପାଇଁ ବହୁତ କ୍ଷତିକାରକ। ଖାଦ୍ୟ ଖାଇବା ମଝିରେ ପାଣି ପିଇବା ତେବେ ପେଟରେ ଗ୍ୟାସ ଓ ଏସିଡ଼ିଟି ଭଳି ଅନେକ ମାରାତ୍ମକ ରୋଗ ହୋଇଥାଏ।
ଖାଇବା ମଝିରେ ପାଣି ପିଇଲେ ଆଉ କେଉଁ ସମସ୍ୟା ଦେଖାଯାଇଥାଏ ଜାଣନ୍ତୁ-
- ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ଦରକାରୀ ମୁତାବକ କ୍ୟାଲୋରି ଶରୀରକୁ ମିଳି ନଥାଏ, ଯାହାର ପ୍ରଭାବରେ ଶରୀରର ଓଜନ ବଢ଼ିଥାଏ। ଏହା ସହିତ ବିଷାକ୍ତ ୟୁରିକ୍ ଏସିଡ଼ ବଢିବା ଯୋଗୁଁ ବୃକକ୍ରେ ଅନେକ ରୋଗ ସମସ୍ୟା ଦେଖିବାକୁ ମିଳିଥାଏ।
- ଖାଇବା ମଝିରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇ ପେଟରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦେଖା ଦେଇଥାଏ। ଅନେକ ଲୋକଙ୍କ ଏଥିପାଇଁ ଭଲ ଭାବରେ ହଜମ ନ ହେବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ। ଅନେକ ଲୋକଙ୍କ ଏଥିପାଇଁ ଡ଼ାଇବେଟିସ୍ ଭଳି ମାରାତ୍ମକ ରୋଗ ହୋଇଥାଏ।
- ଖାଇବା ମଝିରେ ପାଣି ପିଇଲେ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମିଳିନଥାଏ। ଯାହାକୁ ଆମେ ଭିଟାମିନ୍ କହିଥାଉ।
ପଢନ୍ତୁ; ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ