LIFESTYLE

ଖାଇବା ମଝିରେ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ମାରାତ୍ମକ ରୋଗ

ଅନେକଲୋକଙ୍କ  ଖାଇବା ମଝିରେ ପାଣି ପାଇବା ଏକ ଅଭ୍ୟାସ ରହିଥାଏ। ଆପଣ ହୁଏତ ଜାଣିନଥିବେ ଏହା ଶରୀର ପାଇଁ ବହୁତ କ୍ଷତିକାରକ। ଖାଦ୍ୟ ଖାଇବା ମଝିରେ ପାଣି ପିଇବା ତେବେ ପେଟରେ ଗ୍ୟାସ ଓ ଏସିଡ଼ିଟି ଭଳି ଅନେକ ମାରାତ୍ମକ ରୋଗ ହୋଇଥାଏ।

ଖାଇବା ମଝିରେ ପାଣି ପିଇଲେ ଆଉ କେଉଁ ସମସ୍ୟା ଦେଖାଯାଇଥାଏ ଜାଣନ୍ତୁ-

  • ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ଦରକାରୀ ମୁତାବକ କ୍ୟାଲୋରି ଶରୀରକୁ ମିଳି ନଥାଏ, ଯାହାର ପ୍ରଭାବରେ ଶରୀରର ଓଜନ ବଢ଼ିଥାଏ। ଏହା ସହିତ ବିଷାକ୍ତ ୟୁରିକ୍‌ ଏସିଡ଼ ବଢିବା ଯୋଗୁଁ ବୃକକ୍‌ରେ ଅନେକ ରୋଗ ସମସ୍ୟା ଦେଖିବାକୁ ମିଳିଥାଏ।
  • ଖାଇବା ମଝିରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇ ପେଟରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦେଖା ଦେଇଥାଏ। ଅନେକ ଲୋକଙ୍କ ଏଥିପାଇଁ ଭଲ ଭାବରେ ହଜମ ନ ହେବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ। ଅନେକ ଲୋକଙ୍କ ଏଥିପାଇଁ ଡ଼ାଇବେଟିସ୍‌ ଭଳି ମାରାତ୍ମକ ରୋଗ ହୋଇଥାଏ।
  • ଖାଇବା ମଝିରେ ପାଣି ପିଇଲେ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମିଳିନଥାଏ। ଯାହାକୁ ଆମେ ଭିଟାମିନ୍‌ କହିଥାଉ।

ପଢନ୍ତୁ; ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

ENO Beuro

ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ 

ENO Beuro

ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More