• Home
  • Bollywood
  • ଜବ୍ ହ୍ୟାରି ମେଟ୍ ସେଜଲ – ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ବଲୀଉଡ ସିନେମା
Bollywood

ଜବ୍ ହ୍ୟାରି ମେଟ୍ ସେଜଲ – ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ବଲୀଉଡ ସିନେମା

ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ଫିଲ୍ମ “ଜବ୍ ହ୍ୟାରି ମେଟ୍ ସେଜଲ“କୁ ସିନେ ପ୍ରେମୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।  ଗୁଜୁରାତି ଯୁବତୀ ସେଜଲ ଚରିତ୍ରରେ ଅନୁଷ୍କା ଓ ପଂଜାବୀ ଯୁବକ ହରିନ୍ଦର ସିଂହ ନେହେରା ଭୂମିକାରେ ଶାହରୁଖ ନଜର ଆସୁଛନ୍ତି ଏହି ସିନେମାରେ।

ଇମ୍ତିଆଜ ଅଲିଙ୍କ ଏହି ସିନେମାରେ ହ୍ଯାରୀ ଏବୋଂ ଶେଜଲ ର ଇଉରୋପ ବୁଲିବା କାହାଣୀ ଉପରେ ପର୍ଜ୍ୟବେଶିତ। ଏଥିରେ ହ୍ଯାରୀ, ଶେଜଲ ର ମିସିଂଗ ଏନଗେଜମେନ୍ଟ ରିଙ୍ଗ ଖୋଜିବାରେ ତାକୁ ସାହାଜ୍ଯ କରୁଥିବାର ଦେଖିବାକୁ ମିଳିବ।

ଶାହରୁଖ ଓ ଅନୁଷ୍କା ଉଭୟଙ୍କ ଯୋଡି ପ୍ରଥମେ ଆସିଥିଲା ବଲୀଉଡ ସିନେମା ରବ ନେ ବନା ଦୀ ଏବୋଂ ଏହି ଜବ୍ ହ୍ୟାରି ମେଟ୍ ସେଜଲ ସିନେମାରେ ମଧ୍ୟ ଖୁବ୍ ଯୋଡ଼ି ଜମିଥିବାର ଦେଖାଯାଇଛି । ସିନେମାର ୫ଟି ମିନି ଟିଜର ରିଲିଜ କରାଯାଇଛି । ଏବେ ସିନେମାର କେବଳ ରିଲିଜକୁ ଅପେକ୍ଷା ।

ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ବ୍ୟାନରରେ ଇମତିୟାଜ୍ ଅଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ୪ ଅଗଷ୍ଟରେ ରିଲିଜ ହେବ ।

ଜବ୍ ହ୍ୟାରି ମେଟ୍ ସେଜଲ ବଲୀଉଡ ସିନେମା  ଜବ୍ ହ୍ୟାରି ମେଟ୍ ସେଜଲ – ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ବଲୀଉଡ ସିନେମା

Related posts

ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର

Krishna Kumar Manoj

Aamir Khan’s Blockbuster Film “Dangal” Will Be Aired On Television

Krishna Kumar Manoj

Actress Bhumi Pednekar Keeping High Hopes For Her Upcoming Movie “Toilet: Ek Prem Katha”

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More