News

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ

ରିଭା ସୋଲଙ୍କିଙ୍କୁ ମାଡ଼ ମାରି କନେଷ୍ଟବଳ ଗିରଫ

ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲଙ୍କୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁଜରାଟର ଜାମନଗରଠାର ରିଭାଙ୍କ କାର୍‌ ଜଣେ ପୋଲିସ କର୍ମୀଙ୍କ ବାଇକ୍‌ରେ ଧକ୍କା ହୋବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏଥିରେ ରାଗିଯାଇ ପୋଲିସ କର୍ମୀ ରିଭାଙ୍କୁ ଚାପୁଡ଼ା ମାରିଥିଲେ।

ଏହି ଘଟଣା ପଦାକୁ ଆସିବା ପରେ ଗୁଜରାଟ ପୁଲିସ ଆହିରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଆକ୍ରମଣ କରିବା ଏକ ଗୁରୁତର ଅପରାଧ ହୋଇଥିବାରୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେଜୁଆଲ କହିଛନ୍ତି। ଦୁର୍ଘଟଣା ବେଳେ ଜାଦେଜାଙ୍କ ମା’ ମଧ୍ୟ କାର ଭିତରେ ଥିଲେ। ତାଙ୍କୁ ମଧ୍ୟ ଆହିର ଅସମ୍ମାନ କରିଥିବା ଜଣା ପଡ଼ିଛି।

ରିପୋର୍ଟ ଅନୁସାରେ କାର୍ ଚଲାଉଥିବା ସମୟରେ ରିଭାଙ୍କ ସହ ତାଙ୍କ ଶାଶୁ ମା’ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଏହା ହାଇପ୍ରୋଫାଇଲ୍ ଘଟଣା ହୋଇଥିବାରୁ ଗୁଜୁରାଟ ପୋଲିସ୍ ଏହାକୁ ସାଙ୍ଘାତିକ ଭାବେ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ କନେଷ୍ଟବଳଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ jadega

ପଢନ୍ତୁ; ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

Related posts

ଦୀର୍ଘ ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ!

Krishna Kumar Manoj

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

Krishna Kumar Manoj

ସ୍ମାର୍ଟ ସିଟି ଭୁବନେଶ୍ଵରର ସମସ୍ତ ପବ୍ଲିକ ଶୌଚଳୟର ସୂଚନା ଏବେ ଗୁଗଲରେ ମିଳିବ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More