• Home
  • News
  • ସାଧାରଣ ୱାର୍ଡରେ ସୁସ୍ଥ ଅଛି ଜଗା, ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି
News

ସାଧାରଣ ୱାର୍ଡରେ ସୁସ୍ଥ ଅଛି ଜଗା, ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି

ଜଗା ବଳିଆ ଙ୍କ ବିରଳ ଅସ୍ତ୍ରୋପଚାର ପରେ ସେମାନେ କେମିତି ସୁସ୍ଥ ହେଇ ଘରକୁ ଆସିବେ ଏ ନେଇ ଚାରିଆଡେ ବିଶେଷ ଚର୍ଚ୍ଚା । ଓଡିଶାବାସୀ ଦୁଇ ଭାଇଙ୍କ ଆରୋଗ୍ୟ କାମନା କରି ବିଭିର୍ଣ୍ଣ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ।  ସାଧାରଣ ୱାର୍ଡରେ ଏବେ ସୁସ୍ଥ ଅଛି ଜଗା । ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି ।

ଖାଇବା, ପିଇବା ସହ ହାତରେ ବଲ୍ ଧରି ମଧ୍ୟ ଖେଳୁଛି ଜଗା । ସାଧାରଣ ୱାର୍ଡରେ ଥିବା ଜଗା ବେଡରେ ନିଜେ ବସିପାରୁଛି । ବେଡରେ ଶୋଇଥିବା ଅବସ୍ଥାରେ ଜଗା ନିଜ ହାତରେ ବିସ୍କୁଟ୍ ଖାଉଛି ।

ଧିରେ ଧିରେ ସୁସ୍ଥ ହେଉଛି ଜଗା । ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି । ବଳିଆକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଆଜି ବଳିଆକୁ ଆଇସିୟୁରେ ଦେଖା କରିଛନ୍ତି ତା ମାଆ । ବଳିଆ ଅବସ୍ଥା ସ୍ଥିର ରହିଥିବା ବେଳେ ତାକୁ ସୁସ୍ଥ ହେବାରେ ଆଉ କିଛି ଦିନ ଲାଗିପାରେ ବୋଲି ଡାକ୍ତର କହିଛନ୍ତି ।

ସୁସ୍ଥ ଅଛି ଜଗା, ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି  ସାଧାରଣ ୱାର୍ଡରେ ସୁସ୍ଥ ଅଛି ଜଗା, ହେଲେ ବଳିଆ ଅବସ୍ଥା ଏବେ ବି ସ୍ଥିର ରହିଛି

ପଢନ୍ତୁ, କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ ।

Related posts

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

Krishna Kumar Manoj

କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

Krishna Kumar Manoj

ରୁଷିଆକୁ ଟ୍ରମ୍ପ୍‌ଙ୍କ ଧମକ : ୭୨ ଘଣ୍ଟା ମଧ୍ୟରେ ଯୁଦ୍ଧ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More