EnewsOdia.Com

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଜଟିଳ ଅସ୍ତ୍ରୋପଚାର ପରେ ଅଲଗା କରାଯିବା ଘଟଣା ଏବେ ୨୦୨୦ ଲିମକା ରେକର୍ଡ ବୁକରେ ସ୍ଥାନ ପାଇଛି। ଏନେଇ LIMCA  BOOK OF RECORDS  ଅଧିକାରୀଙ୍କୁ ପକ୍ଷରୁ  ନିଶ୍ଚିତ କରାଯାଇଛି।

AIIMS ର ନ୍ୟୁରୋ ସର୍ଜରି ବିଭାଗରେ ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୧୨୫ ଜଣ ଡାକ୍ତର ଓ ପାରାମେଡିକାଲ ଟିମଙ୍କ  ଦ୍ବାରା ଏହି ଜଟିଳ  ଅସ୍ତ୍ରୋପଚାର କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହାର  ଅସ୍ତ୍ରୋପଚାର  କରାଯାଇଥିଲା।

ପ୍ରଥମ ଅସ୍ତ୍ରୋପଚାର ଅଗଷ୍ଟ ୨୮,୨୦୧୭  ଓ  ଦ୍ବିତୀୟ ଅସ୍ତ୍ରୋପଚାର ୨୫ ଅକ୍ଟୋବର ୨୦୧୭ରେ କରାଯାଇଥିଲା।   ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ଏବେ ଓଡିଶାର ଏସସିବିରେ ଜଗା କାଳିଆଙ୍କ  ଚିକିତ୍ସା ଜାରି ରହିଛି ।

ପଢନ୍ତୁ: ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

ସମ୍ବନ୍ଧିତ ଖବର

ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

Ratnamani Maharana

ଶୀତରେ ଥରୁଛି ସାରା ଓଡ଼ିଶା

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

ରଙ୍ଗ୍‌ ରୁଟ୍‌ ଗାଡି ଚାଳନା ପଡ଼ିଲା ମହଙ୍ଗା

Ratnamani Maharana

Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

Ratnamani Maharana

ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

Ratnamani Maharana