POLITICALS

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

Untitled 1

ସରକାର ଗଢିବାର ମାସେ ବି ପୂରିନି  ଆଉ ଏହାରି ଭିତରେ ଆକ୍ସନ ମୁଡକୁ  ଆସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଆଲିସାନ ବଙ୍ଗଳ ‘ବ୍ରଜା ବେଦିକା’କୁ ଭାଙ୍ଗିବା ଲାଗି ନୂଆ ମୁଖ୍ୟମନ୍ତ୍ରୀ  ଆଦେଶ ଦେଇଛନ୍ତି। ମଙ୍ଗଳବାର ଠାରୁ ବଙ୍ଗଳା ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବ ।ବର୍ତ୍ତମାନ ପ୍ରଜା ବେଦିକାରେ ଚନ୍ଦ୍ରବାବୁ ନାଇଡୁ ରହୁଛନ୍ତି। କିଛି ଦିନ ତଳେ ସେ ଜଗନମୋହନଙ୍କୁ ଚିଠି ଲେଖି ପ୍ରଜା ବେଦିକାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ।

1560932826 Naidu House
Naidu House

ଶନିବାର ଦିନ ୱାଇଏସଆର କଂଗ୍ରେସ ସରକାର ନାଇଡୁଙ୍କ ଅମରାବତୀ ସ୍ଥିତ ପ୍ରଜ୍ଞା ବେଦିକା ବଙ୍ଗଳାକୁ ନିଜ କବଜାକୁ ନେଇଥିଲା । ଟିଡ଼ିପି ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି । ବିରୋଧୀ ଅଭିଯୋଗ କରିଛନ୍ତି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ବିଶ୍ବାସ ଦେଖାଇନାହାନ୍ତି ।

ପଢନ୍ତୁ:  ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

Related posts

ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

Ratnamani Moharana

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ENO Beuro

ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ଆଗରେ ବିଜେଡ଼ି, ପାଟକୁରାରେ ବିଜେଡ଼ି ସମର୍ଥଙ୍କ ଶଙ୍ଖ ଧ୍ୱନି

Ratnamani Moharana

Leave a Comment