EnewsOdia.Com

ଶ୍ରୀମନ୍ଦିର ସଂସ୍କାର ମାମଲାରେ ୪ସପ୍ତାହ ଘୁଞ୍ଚିଲା ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥାନ୍ତେ । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ମଧ୍ୟବର୍ତ୍ତିକାଳୀନ ଆଦେଶ ଉପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେନେଇ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ପରିଚାଳନା, ସେବାପୂଜା ତଦାରଖ ପାଇଁ ଏହି ସବୁ ଆଦେଶକୁ କାର୍ଯ୍ୟକାରୀ  କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କଣ ସବୁ କାର୍ଯ୍ୟାନୁଷ୍ଠାନ ହୋଇଛି  ତାହାର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଜରିଆରେ ଦାଖଲ ହୋଇଥିଲା ।

ମିଳିଥିବା ସୂଚନାଅନୁଯାୟୀ  ଶ୍ରୀମନ୍ଦିର ସଂସ୍କାର ମାମଲାରେ ୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି । ପରିଚାଳନା କମିଟି ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଦୁଇ ସପ୍ତାହ ଭିତରେ ପୁଣି ରିପୋର୍ଟ ଦାଖଲ କରିବାକୁ ଆମିକସ୍ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ପଢନ୍ତୁ: ଭାରତ ବନ୍ଦ ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ

ସମ୍ବନ୍ଧିତ ଖବର

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

Ratnamani Maharana

ଦିଲ୍ଲୀରେ ପ୍ରବଳ ବର୍ଷା ସହ ପଡ଼ିଲା କୁଆପଥର

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

କରୋନା ପାଇଁ ଫେସବୁକ୍‌ ଦେଉଛି ୭୪ ହଜାର ଟଙ୍କାର ବୋନସ୍‌

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

ନାମ ଫୂଜାଫୁଲ, ପ୍ରେମ ପ୍ରସାଦ

Ratnamani Maharana