News

ମିଜୋରାମର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଜଗଦୀଶ ମୁଖୀ

sd

ମିଜୋରାମର ନୂଆ ରାଜ୍ୟପାଳ ଭାବେ ଜଗଦୀଶ ମୁଖୀ ଗତକାଲି ଶପଥ ନେଇଛନ୍ତି। ଜଗଦୀଶ ଆସାମର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଗୁଆହାଟୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ନିଲେସନ ସାଇଲୋ ଶ୍ରୀ ମୁଖୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ସୂଚନାଯୋଗ୍ୟ ଗୁରୁବାର ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ରାଜଶେଖରନ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ଥିବାରୁ ଏହି ପଦରୁ ଇସ୍ତଫା ଦେଇଥିବା ସୂଚନା ସୂତ୍ରରୁ ପ୍ରକାଶ । ତାଙ୍କ ସ୍ଥାନରେ ଶ୍ରୀ ମୁଖୀଙ୍କୁ ଉଭୟ ଆସାମ ଓ ମିଜୋରାମ ରାଜ୍ୟପାଳ କରାଯାଇଛି।

ପଢନ୍ତୁ; ରାଜସ୍ଥାନ ସୀମାରେ ୨ ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତ

Related posts

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

ENO Beuro

ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

ENO Beuro

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

ENO Beuro

Leave a Comment