• Home
  • News
  • ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା
News

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା

ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ପୁଣି ଥରେ ଜଣେ  ପୋଲିସ କର୍ମଚାରୀଙ୍କୁ ଅପହରଣ କରି ପରେ ହତ୍ୟା

ଜମ୍ମୁ-କଶ୍ମୀରରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ। ଶୋପିଆନ୍‌ର ବେହଲୀ କାଚଡ଼ୋଗରା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଗୁରୁବାର ଦିନ ଏକ ସ୍ଥାନୀୟ ଔଷଧ ଦୋକାନରୁ ଅପହରଣ କରି ନିଆଯାଇଥିଲା। ଆତଙ୍କବାଦୀମାନେ ଗୋଟିଏ ସେଣ୍ଟ୍ରାଲ୍‌ କାର୍‌ରେ ଅପହରଣ କରି ନେବା ସମୟରେ ଦର୍‌ ଡିୟୁଟିରେ ନ ଥିଲେ। ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଯବାନଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌।

ସୂଚନାଯୋଗ୍ୟ, ଏହାପୁର୍ବରୁ ଜମ୍ମୁ କଶ୍ମୀରର ପୁଲବାମା ଜିଲ୍ଲାରେ ଆତଙ୍କବାଦୀମାନେ ଗତ ଜୁନ ୧୪ ବିଳମ୍ବିତ ସନ୍ଧ୍ୟାରେ ଔରଙ୍ଗଜେବ ନାମରେ ଜଣେ ଯବାନଙ୍କୁ ହତ୍ୟା କରଥିଲେ ।ଆଉରଙ୍ଗଜେବ ସୋପିଆଁରେ ୪୪ ରାଷ୍ଟ୍ରୀୟ ରାଇଫଲରେ କାର୍ଯ୍ୟ କରୁଥିବା ବେଳେ କିଛି ଏନକାଉଣ୍ଟର ଟିମରେ ସାମିଲ ହୋଇଥିବାରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ହତ୍ୟା କରିଥିଲେ।

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ପୋଲିସ କନେଷ୍ଟବଳଙ୍କୁ ଅପହରଣ ପରେ କଲେ ନିର୍ମମ ଭାବେ ହତ୍ୟା police

ପଢନ୍ତୁ; ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

Related posts

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

Krishna Kumar Manoj

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

ଓମଫେଡ୍ ‘ଡାଏରୀ ଏକ୍ସପ୍ରେସ’ ଶୁଭାରମ୍ଭ: ରାଜଧାନୀରେ ବୁଲିବ ୩୩ ଗାଡି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More