Loading...

ଏ ବର୍ଷ ରାଜଧାନୀରେ ହେବ ପୂର୍ଣ୍ଣାଙ୍ଗ ପରେଡ୍‌

ଏ ବର୍ଷ ରାଜଧାନୀରେ ହେବ ପୂର୍ଣ୍ଣାଙ୍ଗ ପରେଡ୍‌

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେଲା କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିଲା। ସାଧାରଣ ଲୋକଙ୍କୁ ଭାଗ ନେବା ଲାଗି ଅନୁମତି ମିଳୁ ନ ଥିଲା। ପ୍ରଜ୍ଞାପନ ମେଢ଼ କିମ୍ବା ଲୋକନୃତ୍ୟ ଦେଖିବାକୁ ମିଳୁ ନଥିଲା।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେଲା କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିଲା। ସାଧାରଣ ଲୋକଙ୍କୁ ଭାଗ ନେବା ଲାଗି ଅନୁମତି ମିଳୁ ନ ଥିଲା। ପ୍ରଜ୍ଞାପନ ମେଢ଼ କିମ୍ବା ଲୋକନୃତ୍ୟ ଦେଖିବାକୁ ମିଳୁ ନଥିଲା। ଏଥର କୋଭିଡ୍‌ ସଂକ୍ରମଣ କମିବା ସହ ସ୍ଥିତି ସ୍ବାଭାବିକ ରହିଥିବାରୁ ମହାତ୍ମା ଗାନ୍ଧୀ ମାର୍ଗରେ ପୂର୍ଣ୍ଣାଙ୍ଗ ପରେଡ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ପରେଡ୍‌ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମୁଖ୍ୟଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.