EnewsOdia.Com

ଜାପାନ ପାଳିଲା ‘ଉଲଗ୍ନ ଉତ୍ସବ’

ଏକ ଅଜବ ଉତ୍ସବ ଭାବେ ପରିଗଣିତ ହେଉଥିବା ‘ଉଲଗ୍ନ ଉତ୍ସବ’ ପ୍ରତିଥର ପରି ଏଥର ଫେବୃଆରୀ ଦ୍ୱିତୀୟ ଶନିବାରରେ ପାଳିତ ହୋଇଛି। ଜାପାନର ନାମକରଣ ଅନୁଯାୟୀ ଏହାର ନାମ ‘ହାଡାକା ମାଟସୁରୀ’ ରଖାଯାଇଛି। ହଜାର ହଜାର ପୁରୁଷ ଏଥିରେ ଭାଗ ନେଇଥିଲେ, ଯେଉଁମାନେ ଯଥାସମ୍ଭବ ସ୍ୱଳ୍ପ ବସ୍ତ୍ର ପିନ୍ଧିଥିଲେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାପାନୀ ବସ୍ତ୍ର ‘ଫୁନ୍ଦୋସି’ ପିନ୍ଧିଥିଲେ। ଏହି ଉତ୍ସବ ଏକ ପ୍ରକାର ଅମଳ ଉତ୍ସବ। ଯୁବପିଢ଼ିକୁ କୃଷି ମନସ୍କ କରିବା ପାଇଁ ଏଭଳି ଉତ୍ସବ ଆୟୋଜିତ କରାଯାଏ। ଏହି ପରମ୍ପରାକୁ ଆଗକୁ ବଜାୟ ରଖିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରେ ଭାଗ ନେଇଥିବ ଜଣେ ଯୁବକ କହିଛନ୍ତି।

ହଜାର ହଜାର ପୁରୁଷ ଏଥିରେ ଭାଗ ନେଇଥିଲେ, ଯେଉଁମାନେ ଯଥାସମ୍ଭବ ସ୍ୱଳ୍ପ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାପାନୀ ବସ୍ତ୍ର ‘ଫୁନ୍ଦୋସି’ ପିନ୍ଧିଥିଲେ। ଏହି ଉତ୍ସବ ଏକ ପ୍ରକାର ଅମଳ ଉତ୍ସବ। ଯୁବପିଢ଼ିକୁ କୃଷି ମନସ୍କ କରିବା ପାଇଁ ଏଭଳି ଉତ୍ସବ ଆୟୋଜିତ କରାଯାଏ। ଏହି ପରମ୍ପରାକୁ ଆଗକୁ ବଜାୟ ରଖିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରେ ଭାଗ ନେଇଥିବ ଜଣେ ଯୁବକ କହିଛନ୍ତି।

ପଢନ୍ତୁ: ଦୁଇ ଦିନ ପରେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାପକ ପ୍ରସ୍ତୁତି

ସମ୍ବନ୍ଧିତ ଖବର

ଶ୍ରୀ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଗୋବିନ୍ଦା

Ratnamani Maharana

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ନାମ ଫୂଜାଫୁଲ, ପ୍ରେମ ପ୍ରସାଦ

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana