ଜାପାନରେ ବର୍ଷା ଆଣିଲା ବନ୍ୟା, ୧୦୪ ମୃତ ଏବଂ ୫୦ରୁ ଅଧିକ ନିଖୋଜ

ଜାପାନରେ ଭୟାବହ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି। ପ୍ରତିକାର ପଦକ୍ଷେପ ସ୍ୱରୂପ ୪୫ ଲକ୍ଷ ଲୋକଙ୍କୁ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି। ସୂଚନା ମୁତାବକ କ୍ୟୋଟୋ ଓ ହିରୋସିମାଠାରେ ଏବେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି।

ସୂଚନା ଅନୁଯାୟୀ, ଜାପାନରେ ଏଭଳି ଭୟଙ୍କର ବର୍ଷା ପୂର୍ବରୁ କେବେ ହୋଇ ନ ଥିବା ଏକ ଖବରଦାତା ସମ୍ମିଳନୀରେ ଜାପାନର ଜଣେ ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି।

ଗଣମାଧ୍ୟମର ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ପୋଲିସ, ଅଗ୍ନିଶମ ବାହିନି ଓ ଉଦ୍ଧାରକାରୀ ଦଳର ପାଖାପାଖି ୪୮ହଜାର ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି।

 

ପଢନ୍ତୁ;ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ଜାପାନରେ ଭୟାବହ ବନ୍ୟା ପରିସ୍ଥିତି ଦେଖାଦେଇଛି । - 4.4

88%

ସୂଚନା ମୁତାବକ କ୍ୟୋଟୋ ଓ ହିରୋସିମାଠାରେ ଏବେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣ କରିଛି। - 4.3

85%
4.3/5

Very Good!

ଜାପାନରେ ବର୍ଷା ଆଣିଲା ବନ୍ୟା, ୧୦୪ ମୃତ ଏବଂ ୫୦ରୁ ଅଧିକ ନିଖୋଜ

ଜାପାନରେ ଭୟାବହ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି। ପ୍ରତିକାର ପଦକ୍ଷେପ ସ୍ୱରୂପ ୪୫ ଲକ୍ଷ ଲୋକଙ୍କୁ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି।

No Votes Yet

You're not rated yet