News

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ   ପାକିସ୍ତାନ ପକ୍ଷରୁ ରବିବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଯବାନ ଶହୀଦ  ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଶନିବାର ମଧ୍ୟ ପାକିସ୍ତାନ ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନ ବାରମ୍ବାର ଏଭଳି ଅସ୍ତ୍ରବିରତି ଉଲ୍ଲଂଘନ କରି ନିଜ ହୀନମନ୍ୟତାର  ପରିଚୟ ଦେଉଛି।

ପୁଲୱାମା ଆକ୍ରମଣ ପରେ ଭାରତ ଏହାର ଜବାବରେ ପାକିସ୍ଥାନ ଉପରେ କରିଥିଲା ଏୟାର ଷ୍ଟ୍ରାଇକ । ତେବେ ଏହା ପରଠାରୁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରୋଧୀ ଆଇନ ଉଲଂଘନ କରିଆସୁଛି। ଏହାର ଜବାବ୍ ରେ ଭାରତୀୟ ବାୟୁସେନା ମଧ୍ୟ କଡା ଜବାବ ଦେଇଆସୁଛି।

ପଢନ୍ତୁ: ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Related posts

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର !

ENO Beuro

ଉଦଘାଟନ ହେଲା ୩୫ ମଡେଲ ଥାନା

ENO Beuro

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କ ଆଗୁଆ ଜାମିନ ଆବେଦନ

ENO Beuro

Leave a Comment