POLITICALS

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ସମୟରେ ସୋହେଲ ଥାନା ବନାବିରି ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ସୋହେଲ ଜେଲ୍ ରେ ଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଗତକାଲି ଜେଲରୁ ମୁକୁଳିଛନ୍ତି।

ମାର୍ଚ୍ଚ ୧୫ ତାରିଖରେ ପୁଲିସ ଜୟନାରାୟଣ ମିଶ୍ରଙ୍କ ସମ୍ବଲପୁରସ୍ଥିତ ବାସଭବନ ଉପରେ ଚଢ଼ଉ କରି ଶ୍ରୀ ମିଶ୍ରଙ୍କ ସମେତ ଶିବ କୁମାର ଦେବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସୋହେଲା ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୋହେଲା କୋର୍ଟଙ୍କ ଆଦେଶକ୍ରମେ ତାଙ୍କୁ ଏପ୍ରିଲ ୨୧ରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ଦୁଇଜଣ ଜାମିନଦାର ଦେବା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ପଢନ୍ତୁ; ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

Related posts

ବିଜେଡ଼ିରୁ ବିଦା ହେବେ ଦାମ

ENO Beuro

Nirmala Sitharaman Today Taken Charge Of The Defence Ministry

ENO Beuro

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

ENO Beuro

Leave a Comment