News

କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ପରଲୋକ

ଶଙ୍କରାଚାର୍ଯ୍ୟଙ୍କ ମହାପ୍ରୟାଣ

କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଗୁରୁ ଜୟନ୍ଦ୍ର ସରସ୍ୱତୀଙ୍କର ଆଜି ସକାଳେ ମହାପ୍ରୟାଣ ଘଟିଛି। ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଗୁରୁ ଜୟନ୍ଦ୍ର ସରସ୍ୱତୀ ଗତ ଜାନୁଆରି ମାସରେ ଅସୁସ୍ଥ ହୋଇ ଡାକ୍ତରଖାନରାରେ ଭର୍ତ୍ତି ହୋଇଥିଲେ।

ସେ ୮୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିବା ସୂଚନା ମିଳିଛି। ସେ ୧୯୫୪ ମସିହାରୁ ସେ ମଠର ‘ମହାସ୍ୱାମୀ’ ଭାବରେ ପରିଚିତ ହୋଇଥିଲେ।୧୯୯୪ରେ ସେ କାଞ୍ଚତ୍ପୀଠର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଜୟେନ୍ଦ୍ର ସରସ୍ୱତୀ ୧୯୩୫ ମସିହା ଜୁଲାଇ ୧୮ରେ ଜନ୍ମଗ୍ରହଣ କରିଥିଲେ। ସେ ନିିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶେଷରେ ପ୍ରାଣତ୍ୟାଗ କରିଥିଲେ।

ପଢନ୍ତୁ;କପାଳ ଦେଖି ଜାଣନ୍ତୁ ବ୍ୟକ୍ତିର ଜୀବନ ସହ ଜଡିତ ସମସ୍ତ କଥା ସମ୍ପର୍କରେ !

Related posts

ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ENO Beuro

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

ENO Beuro

ବନ୍ୟା ବେଳେ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ଚର୍ଚ୍ଚାରେ ୧୨ ବର୍ଷର ବାଳକ

Ratnamani Moharana

Leave a Comment