News

ଜେଇଇ ମେନ-୨ ପାଇଁ ଆବେଦନ ଆରମ୍ଭ 

jee

୭ ମାର୍ଚ୍ଚ ଆବେଦନ ଶେଷ ଏପ୍ରିଲ ୭ରୁ ୨୦ ପର୍ଯ୍ୟନ୍ତ ପରୀକ୍ଷା

ଚଳିତ ବର୍ଷ ଜେଇଇ ମେନର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେଉଛି। ପ୍ରଥମ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା ଜାନୁଆରୀ ୮ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିଥିଲା। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା ଏପ୍ରିଲ ୭ରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ। ତେବେ ଜେଇଇ ମେନ ପ୍ରଥମ ପର୍ଯ୍ୟାୟ ଦେଇଥିବା ଛାତ୍ରଛାତ୍ରୀମାନେ ପୁଣି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଦେଇପାରିବେ।

ପରୀକ୍ଷାରେ ଭଲ ରାଙ୍କ ହାସଲ କରିବା ପରେ ଛାତ୍ରଛାତ୍ରୀମାନେ ଦେଶର ସମସ୍ତ ଘରୋଇ ତଥା ସରକାରୀ ଇଞ୍ଚିନିୟରିଂ କଲେଜ ସମତେ ଏନଆଇଟି ଏଫବି,ଟ୍ରିପିଲ ଆଇଟି ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତା ଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖିପାରିବେ।

ଜେଇଇ ମେନ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଗତ ୮ ତାରିଖରୁ ଆବେଦନ ହୋଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ସରିବ।

ପଢନ୍ତୁ; ୨୦ରେ ଓଡିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Related posts

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା

ENO Beuro

ମୌସୁମୀ ଆଗମନରେ ଓଡିଶାରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା

Ratnamani Moharana

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

ENO Beuro

Leave a Comment