Loading...

ଅଫିସିଆଲ ୱେବସାଇଟରେ ଜେଇଇ ମେନ ରେଜଲ୍ଟ

ଅଫିସିଆଲ ୱେବସାଇଟରେ ଜେଇଇ ମେନ ରେଜଲ୍ଟ

ଜେଇଇ ମେନ ୨୦୨୩ ପରୀକ୍ଷା ୧୩ଟି ଭାଷାରେ ଅୟୋଜନ କରାଯାଇଥିଲା । ପେପର-୧ ପାଇଁ ସମୁଦାୟ ୮,୬୦,୦୫୮ ଅଶାବାଦୀରୁ ୮,୨୩,୮୫୦ ଜଣ କମ୍ପ୍ୟୁଟର ଅଧାରରେ ପରୀକ୍ଷା ଦେଇଥିଲେ ।

ନେସନାଲ ଟେଷ୍ଟିଂଗ ଏଜେନ୍ସି ତରଫରୁ ଜଏଣ୍ଟ ପ୍ରଦେଶ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ … କୁ ଯାଇ ରେଜଲ୍ଟ ଚେକ କରିପାରିବେ । ପ୍ରଥମ ସେସନରେ ଜେଇଇ ମେନ ୨୦୨୩ ପେପର-୧ ପାଇଁ ୮.୬ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ ଯେଉଁଥିରୁ ୨.୬ଲକ୍ଷ ଛାତ୍ରୀ ଏବଂ ୬ଲକ୍ଷ ଛାତ୍ର ପରୀକ୍ଷା ଦେଇଥିଲେ ।

ଜେଇଇ ମେନ ୨୦୨୩ ପରୀକ୍ଷା ୧୩ଟି ଭାଷାରେ ଅୟୋଜନ କରାଯାଇଥିଲା । ପେପର-୧ ପାଇଁ ସମୁଦାୟ ୮,୬୦,୦୫୮ ଅଶାବାଦୀରୁ ୮,୨୩,୮୫୦ ଜଣ କମ୍ପ୍ୟୁଟର ଅଧାରରେ ପରୀକ୍ଷା ଦେଇଥିଲେ । ତେବେ ବର୍ତ୍ତମାନ ସେସନ-୧ର ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସୂଚନା ଦେଇଛି । ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ସେହିମାନେ ନିଜର ରେଜଲ୍ଟ ଦେଖିପାରିବେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.