Entertainment

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

ମା ଝଙ୍କଡ ସାରଳାଙ୍କ  ଭିଜୁଆଲ ରିଲିଜ

ଆଜି ପଣାସଂକ୍ରାନ୍ତି  ଏବଂ ଓଡିଆ ନବବର୍ଷ ଉପଲକ୍ଷେ ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍ ମା ଝଙ୍କଡ ସାରଳା ଭିଜୁଆଲ ରିଲିଜ ହୋଇଯାଇଛି । ଝଙ୍କଡ ସାରଳା  କ୍ୟାସେଟର ସମୁଦାୟ ୮ଟି ଗୀତ ଅଛି । ଏହି ଗିତ ଗୁଡିକ ବେଶ ହୃଦୟ ସ୍ପର୍ଶୀ । ଏହି ଓଡିଆ ଭଜନ ଗୀତ ଗୁଡିକ ଆପଣ ମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିବ ।

ଝଙ୍କଡ ସାରଳା ଗୀତଟି ଲେଖିଛନ୍ତି ଦେବିଦତ୍ତ ମହାନ୍ତି ଓ ଅନୁଶୟା ସାଧଙ୍ଗୀ । ଜ୍ଞାନଜୟ (ଲିପୁ) ଏହାର ପ୍ରଯୋଜନା ଦେଇଛନ୍ତି । ଝଙ୍କଡ ସାରଳାର ନିର୍ଦେଶନା ଦେଇଛନ୍ତି ବାପି ସାହୁ ଓ ଜ୍ଞାନଜୟ (ଲିପୁ) । ସଙ୍ଗୀତ ଦେଇଛନ୍ତି ତାରାକାନ୍ତ ପଣ୍ଡା । କଣ୍ଠ ଦାନ କରିଛନ୍ତି ଟି ସୌରି , ଇରା ମହାନ୍ତି , ସୁବାସ ଦାସ ସୌରବ ନାୟକ ଓ ବାଦଲ ଆଚାର୍ଯ୍ୟ ।

ପଢନ୍ତୁ ;

ପେଟ କମାଇବାକୁ ଚାହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ!

Related posts

Aekalavya Samman Festival Season 9 Of Lasyakala By Founder Saswat Joshi

ENO Beuro

ଏଥର ଦଶହରାରେ କମାଲ କରିବ ବାବୁସାନଙ୍କ ଆଗାମୀ ସିନେମା ‘ଶ୍ରୀମାନ ସୁରଦାସ’

ENO Beuro

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More