ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ଏହି ସ୍ବତନ୍ତ୍ର ଅଫର ବିଷୟରେ

 ଜିଓର ନୂଆ ଅଫର ଏବେ ଦୁଇ ଗୁଣ ଡାଟା ପାଇବେ ଗ୍ରାହକ

ଫେସ ରିଲାଏନ୍ସ ଜିଓ  ପକ୍ଷରୁ ସାମସଙ୍ଗ ସହିତ ସ୍ବତନ୍ତ୍ର ସହବନ୍ଧନ ସହ ଜିଓ ସାମସଙ୍ଗ ଗାଲାକ୍ସି ଏମ ସିରିଜ ଅଫର ଘୋଷଣା କରାଯାଇଛି | ଯେକୌଣସି ଜିଓ ଉପଭୋକ୍ତାମାନେ  ନୂତନ ଭାବରେ ବଜାରକୁ ଆସିଥିବା ସାମସଙ୍ଗ ଗାଲାକ୍ସି ଏମ ୧୦ସାମସଙ୍ଗ ଗାଲାକ୍ସି ଏମ ୨୦ ଫୋନ୍ କିଣିଲେ ଏହି ସ୍ବତନ୍ତ୍ର ଅଫରର ଉଠାଇପାରିବେ।

 

ଏହି ସ୍ବତନ୍ତ୍ର ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ ଉପଭୋକ୍ତା ଜିଓର ୧୯୮ କିମ୍ବା ୨୯୯ ଟଙ୍କାର ରିଚାର୍ଜ ସହିତ ଦୁଇଗୁଣା ଡାଟାର ମଜା ନେଇପାରିବେ | ତେବେ ଜଣେ ଉପଭୋକ୍ତା ସର୍ବାଧିକ ୧୦ଥର ଏହିଭଳି ଦୁଇଗୁଣା ଡାଟା ମିଳିବାକୁ ଥିବା ରିଚାର୍ଜ କରିପାରିବେ | ମୋଟ୍ ଉପରେ ଏହି ଅଫର ଦ୍ବାରା ଉପଭୋକ୍ତାଙ୍କର ପ୍ରାୟ ୩୧୧୦ ଟଙ୍କା ମୂଲ୍ୟର ସଂଚୟ ହୋଇପାରିବ।

ପଢନ୍ତୁ;କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି : ନାବୀନସରକାରରେ ଓବିସି ବର୍ଗଙ୍କୁ ଅବହେଳା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More