EnewsOdia.Com

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଜିଓର ଦୀପାବଳି ଅଫରରେ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ ଉପଲବ୍ଧ କରାଉଥିଲା । ଏବେ ଏହି ଅବଧିକୁ କମ୍ପାନୀ ବଢାଇ ଦେଇଛି। ଜିଓ ଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧିକୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଦୁନଆରେ ପ୍ରବେଶ କରାଇବା ଲକ୍ଷ୍ୟ ନେଇ ରାଲାଏନ୍ସ ଜିଓ ଏହି ଅଫର ଦେଇଥିଲା । ଅଫର ସମୟ ତିନି ସପ୍ତାହ ଭିତରେ ଜିଓଫୋନର ରେକର୍ଡ ବିକ୍ରି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓଫୋନ ଦୀପାବଳି ଅଫର ଗ୍ରାହକମାନଙ୍କୁ ୬୯୯ ଟଙ୍କାରେ ଫୋନ ଯୋଗାଇ ଦେଇଥିଲା। ଏହି ସ୍ୱତନ୍ତ୍ର ଉତ୍ସବ ଅଫରରେ ଗ୍ରାହକ ସିଧାସଳଖ ୮୦୦ ଟଙ୍କାର ଫାଇଦା ପାଇଥିଲେ । ଏହି ଅଫର ଜିଓ ଅତିରିକ୍ତ ୭୦୦ ଟଙ୍କାର ଡାଟା ସୁବିଧା ମଧ୍ୟ ପ୍ରଦାନ କରୁଛି । ଗ୍ରାହକମାନେ କରୁଥିବା ପ୍ରଥମ ୭ଟି ରିଚାର୍ଜ (୯୯ ଟଙ୍କା ଲେଖାଏଁ ସାତ ଥର) ଉପରେ ଏହି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି।

ପଢନ୍ତୁ: ବୋର୍ଡ ପରୀକ୍ଷା ପୂର୍ବରୁ କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

ସମ୍ବନ୍ଧିତ ଖବର

ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Maharana

‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

Ratnamani Maharana