EnewsOdia.Com

ଜିଓ ୟୁଜର୍ସଙ୍କ ପାଇଁ ଜବରଦସ୍ତ ପ୍ଳାନ ଆଣିଛି ରିଲାଏନ୍ସ

କମ୍‌ ଟଙ୍କା ରିଚାର୍ଜରେ ମିଳିବ ଅଧିକ ଫାଇଦା

ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯଦି ଆପଣଙ୍କ ବଜେଟ୍‌ କମ୍ ରହିଛି ଆଉ ଏହି ବଜେଟ୍‌ ଭିତରେ ଆପଣ ଅଧିକ ଫାଇଦା ଚାହୁଁଛନ୍ତି ତା’ହେଲେ ଜିଓ ଏମିତି ଏକ ପ୍ଲାନ୍‌ ଆଣିଛି ଯେଉଁଥିରେ ଆପଣଙ୍କୁ ଅନେକ ଫାଇଦା ମିଳିପାରିବ। ୧୪୯ ଟଙ୍କାର ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ ୨୪ ଦିନର ଭାଲିଡିଟି (ବୈଧତା) ମିଳିବ। ୧୪୯ ଟଙ୍କା ରିଚାର୍ଜ କରି ଆପଣ ପ୍ରତ୍ୟେକ ଦିନ ୧ ଜିବି ଡାଟା ପାଇ ପାରିବେ। ଅର୍ଥାତ୍‌ ୨୪ ଦିନରେ ଆପଣଙ୍କୁ ୨୪ ଜିବି ଡାଟା ମିଳିବ। ଏହାସହ ପ୍ରତ୍ୟେକ ଦିନ ଆପଣଙ୍କୁ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳିବ।

ଏହି ପ୍ଲାନ୍‌ରେ ଆପଣଙ୍କୁ ୨୪ ଦିନ ପାଇଁ ଜିଓ ଟୁ ଜିଓ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂର ସୁବିଧା ମିଳିବ। ଜିଓ ନେଟ୍‌ୱର୍କକୁ ଛାଡ଼ି ଦେଲେ ବାକି ନେଟ୍‌ୱର୍କ ପାଇଁ ଆପଣଙ୍କୁ ୩୦୦ ମିନିଟ୍‌ ମିଳିବ। ରିଚାର୍ଜ ପ୍ଲାନ୍‌ ସହ ମାଗଣାରେ ଜିଓ ଆପ୍ସକୁ access କରିବା ପାଇଁ ସୁବିଧା ମଧ୍ୟ ଦେଇଥାଏ।

ପଢନ୍ତୁ: ଶ୍ୟାମା ପ୍ରସାଦଙ୍କ ନାମରେ ନାମିତ ହେଲା କୋଲକତା ପୋର୍ଟ

ସମ୍ବନ୍ଧିତ ଖବର

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ !

Ratnamani Maharana

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

Ratnamani Maharana

ଡ୍ରୋନ୍‌ ଦ୍ବାରା ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରର ଲେଜର୍‌ ସ୍କାନିଂ

Ratnamani Maharana

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

Ratnamani Maharana

ଖସୁଛି ପିଆଜ ଦର

Ratnamani Maharana

କିଛିଦିନ ବ୍ୟବଧାନରେ ହେବାକୁ ଯାଉଛି ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧି

Ratnamani Maharana