19 C
Bhubaneswar
December 5, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଜିଓ ଲଞ୍ଚ କଲା ଜିଓଟିଭି କ୍ୟାମେରା

ରିଲାଏନ୍ସ ଜିଓ ଭାରତରେ ଲଞ୍ଚ କଲା ଜିଓଟିଭିକ୍ୟାମେରା(JioTVCamera) । ଜିଓ ଫାଇବରର ଲଂଚିଙ୍ଗ ସମୟରେ ଜିଓ କହିଥିଲା ଯେ ଜିଓ ଫାଇବରର ୟୁଜର୍ସ ଜିଓ ଫାଇବର ସେଟଟପ ବକ୍ସ ଦ୍ୱାରା ଭିଡିଓ କଲିଙ୍ଗ କରିପାରିବେ । ଜିଓ ଟିଭି କ୍ୟାମେରା ଏକ ଛୋଟ ଡିଭାଇସ ଅଟେ ଯାହାକୁ ଟିଭି ଦ୍ୱାରା କନେକ୍ଟ କରାଯାଇ ପାରିବ । ଏହାପରେ ଆପଣ ନିଜ ଟିଭିରେ ଭିଡିଓ କଲ କରିପାରିବେ । ଜିଓ ଟିଭି କ୍ୟାମେରାକୁ ଆପଣ ଜିଓର ୱେବସାଇଟରୁ କିଣିପାରିବେ ଯାହାର ଦାମ ରହିବ ୨୯୯୯ ଟଙ୍କା ।

ଏହାସହିତ କମ୍ପାନୀ ଇଏମଆଇ(EMI) ମଧ୍ୟ ଦେଉଛି ଏବଂ ତିନିଦିନ ମଧ୍ୟରେ ଡେଲିଭରି ଦେବାର ପ୍ରତିଶୃତି ମଧ୍ୟ କରିଛି । କେବଳ ସେତିକି ନୁହେଁ ଏଥିରେ ଏକବର୍ଷର ୱାରେଣ୍ଟି ସହିତ ଯେକୌଣସି ପ୍ରକାର ସମସ୍ୟା ହେଲେ ସାତଦିନ ମଧ୍ୟରେ ରିପ୍ଲେସ କରାଯାଇ ପାରିବ ।

JioTVCameraକୁ ଟିଭିରେ ଏକ କେବୁଲ ଦ୍ୱାରା କନେକ୍ଟ କରାଯାଇପାରିବ । ତାପରେ ଏହାକୁ ଟିଭିର ଠିକ ଉପରେ ରଖାଯିବ । ଯଦିଓ JioTVCamera କେବଳ ଜିଓ ଫାଇବାରର ଗ୍ରାହକ ମାନଙ୍କ ପାଇଁ ଅଟେ । JioTVCamera ୧୨୦ ଡିଗ୍ରୀ ୱାଇଡ ଆଙ୍ଗେଲ ଅଟେ ତା ବ୍ୟତୀତ ଏହାର ଓଜନ ମାତ୍ର ୯୩ ଗ୍ରାମ ।

ପଢନ୍ତୁ: ‘ମୋ ବସ୍‌’ରେ ବୁଲିବେ କମେଡିଆନ୍ କୁନାଲ କାମରା!

Related posts

ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More