EnewsOdia.Com

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଦାମ ପଣ୍ଡା କ୍ୟାନସର ରୋଗରେ ପୀଡିତ ହୋଇ ଅସୁସ୍ଥ ଅଛନ୍ତି । ଗତ କିଛି ଦିନ ତଳେ ଚିକିତ୍ସା ହୋଇ ଯାତ୍ରା ପାଇଁ ମନ ବଳାଇଥିଲେ ଦାମ ପଣ୍ଡା , କିନ୍ତୁ ପୁଣି ଆଜି ସକାଳେ ଅସୁସ୍ଥ ହୋଇପଡିଛନ୍ତି । ଦାମ ପଣ୍ଡାଙ୍କୁ ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତଥ୍ୟନୁଯାୟୀ, ଗତ ରବିବାର ଦିନ ସଂଧ୍ୟାର ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଏକ ସଭାରେ ତାଙ୍କୁ ଆମେ ଶିଳ୍ପି ସମ୍ନାରେରେ ସନ୍ମାନିତ କରାଯାଇଥିଲା । ସ୍ମୃତି ଭବନରେ ସଭା ଚାଲୁଥିବା ସମୟରେ କିଛି ଦର୍ଶକ ତାଙ୍କୁ ଡାଇଲଗ କହିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଡାଇଲଗ କହିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ।  ପରେ ଦର୍ଶକଙ୍କ ଅନୁରୋଧ କ୍ରମେ କିଛି ଡାଇଲଗ କହିଥିଲ ।

ପଢନ୍ତୁ:ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

ସମ୍ବନ୍ଧିତ ଖବର

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana

ଏଣିକି ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

ନକ୍ସଲଙ୍କ ନୂଆ ଫତୱା, ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ

Ratnamani Maharana

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

Ratnamani Maharana