EnewsOdia.Com

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

ବଦଳିଲା ବଳି ପ୍ରଥା। ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର। କାଳୀପୂଜାରେ ବରଗଡ଼ ଜିଲ୍ଲା ପଦ୍ମପୁର ସର୍ଗିବାହାଳରେ ଏଭଳି ଢଙ୍ଗରେ ମାଆଙ୍କ ଆରାଧନା କରିଛନ୍ତି ଭକ୍ତ। ଦୀର୍ଘ ବର୍ଷ ହେବ ଏଠାରେ ମାଆଙ୍କୁ ପଶୁ ବଳି ବଦଳରେ ଅର୍ପଣ କରାଯାଉଛି ଜୁଗାର। ଖଇ ଓ ଗୁଡ଼ରେ ଏହାକୁ ତିଆରି କରାଯାଇଥାଏ।

ସର୍ଗିବାହାଳର ଜୁଗାର ଯାତ୍ରାର ରହିଛି ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ସମ୍ପ୍ରଦାୟର ଲୋକ ନିଜକୁ ମାନସିକ ଜୁଗାର ଯାତ୍ରାରେ ସାମିଲ ହୋଇ ଥାଆନ୍ତି। ବିଭିନ୍ନ ପ୍ରକାର ନୃତ୍ୟବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ବାହାରି ଏହି ଜୁଗାରଗୁଡ଼ିକୁ ମାଆ କାଳୀଙ୍କୁ ଅର୍ପଣ କରିଥାଆନ୍ତି ମାନସିକଧାରୀ।

ପଢନ୍ତୁ: ନୋବେଲ୍‌ ବିଜେତାଙ୍କ ‘ଜେ-ପାଲ୍‌’ର ଅଂଶୀଦାର ହେବ ଓଡ଼ିଶା

ସମ୍ବନ୍ଧିତ ଖବର

ଫେସ୍‌ବୁକ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ୍‌

Ratnamani Maharana

ସତେ କେତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

Ratnamani Maharana

ଦୀପାବଳି ପାଇଁ ମିଠା ନାଁରେ ତିଆରି ହେଉଛି ଜହର

Ratnamani Maharana

ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

Ratnamani Maharana

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ପୁଣିଥରେ ‘ମୃତ୍ୟୁ ପରଓ୍ଵାନା’ ଉପରେ ରହିତାଦେଶ ଜାରି ପାଇଁ ଅପରାଧୀ ଅକ୍ଷୟ ହେଲା କୋର୍ଟଙ୍କ ଦ୍ୱାରସ୍ଥ

Ratnamani Maharana