POLITICALS

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ ଓରାମ୍

jual

ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶିବା ପରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହା ସହ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାରେ ଦଳର ଚେହେରା ହେବେ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବ ଏବଂ ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି ଜୁଏଲ୍ ଓରାମ୍ ।

jual

ଜୁଏଲ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ଆମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବୁ ବୋଲି ପୂର୍ବରୁ କହି ସାରିଛି । ଏଥି ସହ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଓଡ଼ିଶାରେ ନବୀନ ସରକାର ଯିବା ଦରକାର ।

ଆଗରୁ ମଧ୍ୟ ଜୁଏଲ୍ ଏହି ମତ ରଖିଥିଲେ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ସଂପର୍କରେ ଜୁଏଲ କହିଛନ୍ତି ଏହାଦ୍ୱାରା ଦଳର କ୍ଷତି ଘଟିବ । ବିଜେପି ରାଜନୀତି ବର୍ତ୍ତମାନ ମଶାଣ-ଫେଡ଼ାଣକୁ ନେଇ ବେଶ ଚର୍ଚ୍ଚାକୁ ଆସିଛି ।

ପଢନ୍ତୁ;  ପରଲୋକରେ ମହମ୍ମଦ ଅଜିଜ୍‌ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

Related posts

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Ratnamani Moharana

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Ratnamani Moharana

କର୍ଣ୍ଣାଟକରେ ଆଜି ମତଦାନ!

ENO Beuro

Leave a Comment