ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତୀ ପ୍ରଧାନ ବିଚାରପତି । ସେ ନଭେମ୍ବର ୯ ତାରିଖରେ ଏହି ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।
ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତୀ ପ୍ରଧାନ ବିଚାରପତି । ସେ ନଭେମ୍ବର ୯ ତାରିଖରେ ଏହି ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ । ଲଳିକ ସବୁଠାରୁ କମ ଦିନ ମାତ୍ର ୭୪ ଦିନ ପାଇଁ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱରେ ଥିଲେ । ଚନ୍ଦ୍ରଚୂଡ ଦେଶର ବିଭିନ୍ନ ସାମ୍ବିଧାନିକ ଖଣ୍ଡପୀଠରେ ରହିବା ସହ କିିଛି ପ୍ରମୁଖ ରାୟ ଦେଇଥିବା ବିଚାରପତି ପ୍ୟାନେଲରେ ସାମିଲ ଅଛନ୍ତି । ଐତିହାସିକ ଅଯୋଧ୍ୟା ମାମଲା ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ସେ ସାମିଲ ଥିଲେ । ଦେଶର ୫୦ ତମ ପ୍ରଧାନବିଚାରପତି ହେବେ ଚନ୍ଦ୍ରଚୂଡ । ଦୁଇବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ । ୨୦୨୪ ନଭେମ୍ବର ୧୦ ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।