News

ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

justice

ଆଜି ଆସିପାରେ ବିଜ୍ଞପ୍ତି,ପିସି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକି ଚନ୍ଦ୍ର ଘୋଷଙ୍କ ଦେଶର ପ୍ରଥମ ଲୋକପାଳ ହେବେ। ସରକାର ଲୋକପାଳ ଅଧକ୍ଷ ପଦ ପାଇଁ ତାଙ୍କ ନାମ ଚୁଡାନ୍ତ କରିଛନ୍ତି। ଏହି କମିଟିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ଅଛନ୍ତି।

ତେବେ ନୂତନ ଲୋକପାଳ ଚୟନ ଚୂଡ଼ାନ୍ତ ହୋଇଥିବାରୁ ସମାଜସେବୀ ଆନ୍ନା ହଜାରେ ଏହାକୁ ସ୍ବାଗତ କରିଛନ୍ତି। ଦେଶକୁ ଏବେ ପ୍ରଥମ ଲୋକପାଳ ମିଳିବ ଏବଂ ଭାରତବାସୀଙ୍କ ପାଇଁ ଏହା ଖୁସିର ବିଷୟ ବୋଲି ଆନ୍ନା କହିଛନ୍ତି।

ଉଲ୍ଲେଖଯୋଗ୍ୟ,ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ୨୭ ମାର୍ଚ ୨୦୧୭ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ।

ପଢନ୍ତୁ; ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

Related posts

ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା

ENO Beuro

ଜଗନ୍ନାଥଙ୍କ ହୁଣ୍ଡିରୁ ସୁନା ଗାଏବ, ହାଇକୋର୍ଟରେ ରୁଜୁ ହେଲା ମାମଲା

ENO Beuro

୨୯ରେ ଓଡ଼ିଶା ଆସିବେ ଶାହ,ସାଲେପୁରରେ ହେବ ସଭା

ENO Beuro

Leave a Comment