News

ଆଜି ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

judge

ଜଷ୍ଟିସ ପ୍ରମଥ ପଟ୍ଟନାୟକ ଆଜି ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ। ଓଡିଶା ହାଇକୋର୍ଟ ପରିସରରେ ସକାଳ ୧୦ଟା୧୫ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ .ଜାଭେରୀ ତାଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ପଟ୍ଟନାୟକ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ୨୦୧୪ ସେପ୍ଟେମ୍ବର ୨୪ରେ ଯୋଗ ଦେଇଥିଲେ। ପରେ ସେହିବର୍ଷ ଡିସେମ୍ବର ୨୨ରେ ତାଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା।

ଜଷ୍ଟିସ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ଆସିଛନ୍ତି । ଜଷ୍ଟିସ ପଟ୍ଟନାୟକଙ୍କ ଶପଥ ପାଠ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

ପଢନ୍ତୁ;  ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ସୋନିଆ

Related posts

Air Services Will Start In Jharsuguda And Rourkela Airports From October

ENO Beuro

ବହୁ ଲୋକପ୍ରିୟ ଭଜନର ସ୍ଵରସ୍ରଷ୍ଟା: ସଙ୍ଗୀତ ନିର୍ଦେଶକ ସଞ୍ଜୟଙ୍କ ପରଲୋକ

Ratnamani Moharana

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର

ENO Beuro

Leave a Comment